ଗୁଗୁଲରେ ବେଷ୍ଟ ଟୟଲେଟ ପେପର ଖୋଜିଲେ ପାକ୍ ପତାକା ଦେଖାଉଛି

ପୁଲଓ୍ବାମା ଆକ୍ରମଣ ପରେ  ପକିସ୍ତାନକୁ ଚାରିଆଡୁ ନିନ୍ଦା ମିଳୁଛି । ଏବେ ଗୁଗୁଲରେ ଗୋଟିଏ ହାସ୍ୟସ୍ପଦ ଛବି ଦେଖିବାକୁ ମିଳୁଛି । ଗୁଗୁଲ ସର୍ଚ୍ଚରେ ବେଷ୍ଟ ଟୟଲେଟ ପେପର ଖୋଜିଲେ ପାକିସ୍ତାନ ପତାକା ଦେଖାଉଛି । ଏହି କାରଣରୁ ଭାରତରେ ଅନେକ ଲୋକ ଗତ ଦୁଇଦିନ ହେଲା ସୋସିଆଲ ମିଡିଆରେ ଏହାକୁ ବାରମ୍ବାର ସର୍ଚ୍ଚ କରୁଛନ୍ତି ଏବଂ ସେୟାର କରୁଛନ୍ତି । ଏବେ ପାକିସ୍ତାନ ଜାତୀୟ ପତାକା ଉପହାସ ପାଲଟିଛି ।

Spread the love