ବିଜେଡି ପକ୍ଷରୁ ଜିଲ୍ଲା ପର୍ଯ୍ୟବେକ୍ଷକ ନିଯୁକ୍ତ

ସବୁ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେଡି I ସଞ୍ଜୟ ଦାସବର୍ମାଙ୍କୁ ନବରଙ୍ଗପୁର – ରାୟଗଡା ଦାଇତ୍ୱ I କୋରାପୁଟ- ମାଲକାନାଗିରି ପାଇଁ ଚନ୍ଦ୍ର ସାରଥୀ ବେହେରା , କଳାହାଣ୍ଡି ଦାୟିତ୍ୱରେ ରହିବେ ନବ ଦାସ , କନ୍ଧମାଳ ପାଇଁ ବିକ୍ରମ ଆରୁଖଙ୍କୁ ଦାଇତ୍ୱ I ସେହିପରି କଟକ – ଉଷା ଦେବୀ, ଯାଜପୁର – ଅଶୋକ ଚନ୍ଦ୍ର ପଣ୍ଡା ,ନୟାଗଡ – ଅମର ପ୍ରସାଦ ଶତପଥ, ଝାରସୁଗୁଡା- ପଦ୍ମନାଭ ବେହେରା ,ସୁବର୍ଣପୁର – ହାଜି ମହମ୍ମଦ ଆୟୁବ ଖାନ , ପୁରୀ – ପ୍ରଦୀପ କୁମାର ଅମାତ l

Spread the love