ଆଜି କେନ୍ଦ୍ର କ୍ୟାବିନେଟ୍ରେ ‘ଏମ୍ଏସ୍ପି’ରେ ପରିବର୍ତ୍ତନ ସଂକ୍ରାନ୍ତରେ ଆଲୋଚନା ହୋଇପାରେ
ନୂଆ କୃଷି ଆଇନରେ କୃଷକମାନଙ୍କ ପାଇଁ ଥିବା ସର୍ବନିମ୍ନ ସହାୟକ ମୂଲ୍ୟରେ (ଏମ୍ଏସ୍ପି) ପରିବର୍ତ୍ତନ ସଂକ୍ରାନ୍ତରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ୟାବିନେଟ୍ରେ ଆଲୋଚାନା କରି ପାରନ୍ତି।
Read more