ଅମୃତକାଳ ପ୍ରଥମ ବର୍ଷର ବଜେଟ୍ ଚାଷୀମାନଙ୍କ ପାଇଁ ଅମୃତ ସଦୃଶ

ଭୁବନେଶ୍ୱର, ୧୨/୦୨: ୨୦୨୩-୨୪ ବର୍ଷ ପାଇଁ କେନ୍ଦ୍ରରେ ଆଗତ ହୋଇଥିବା ସାଧାରଣ ବଜେଟ୍‌ରେ କୃଷି, ଜଳସେଚନ, ଖାଦ୍ୟ ପ୍ରକ୍ରିୟା କରଣ, କୃଷକ ରୋଜଗାରକୁ ପ୍ରାଧାନ୍ୟ ଦିଆଯାଇଛି ।

Read more

ନବ ଦାସଙ୍କ ବାସଭବନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଦିବଂଗତ ନେତା ନବ ଦାସଙ୍କ ବାସଭବନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ସୁରେଶ ପୂଜାରୀ। ଝାରସୁଗୁଡ଼ା ସରବାହାଲ ସ୍ଥିତ ଘରେ ନବଙ୍କ ପରିବାର ଲୋକଙ୍କୁ ଭେଟି

Read more

ମୁଖ୍ୟମନ୍ତ୍ରୀ ହେବାକୁ ସ୍ୱପ୍ନ ଦେଖୁଥିବା ଲୋକ, ନବ ଦାସଙ୍କ ହତ୍ୟାକାରୀ : ପ୍ରଦୀପ ପୁରୋହିତ

ମନ୍ତ୍ରୀ ତଥା ଝାରସୁଗୁଡାର ବିଧାୟକ ନବ ଦାସଙ୍କ ହତ୍ୟାକାଣ୍ଡ ନେଇ ବଡ ବୟାନ ରଖିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ । ଏହି ମାମଲାରେ ସାଂଘାତିକ ଅଭିଯୋଗ

Read more

ବେଲଗାମ ଗୃହ ବିଭାଗ, ବେସାହାରା ମୁଖ୍ୟମନ୍ତ୍ରୀ: ସୋନାଲୀ ସାହୁ

ଭୁବନେଶ୍ୱର, ତା.୦୭/୦୨: ଦୀର୍ଘବର୍ଷ ଧରି ଓଡ଼ିଶାରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ଭୂଷୁଡି ପଡିଛି । ପ୍ରତ୍ୟେକ ଦିନ ହତ୍ୟା, ଲୁଟ୍‌ତରାଜ୍‌, ଦୁଷ୍କର୍ମ ଆଦି ଘଟୁଛି । ଗୃହରାଷ୍ଟ୍ରମନ୍ତ୍ରୀ

Read more

ଓପିଜିସି, ଓସିପିଏଲ୍, ଓଇଆରସି ଓ ରାଜ୍ୟ ସରକାର ମିଶି ଲୁଟୁଛନ୍ତି, ଲୁଟର ଶିକାର ହେଉଛନ୍ତି ବିଦ୍ୟୁତ୍ ଉପଭୋକ୍ତା: କଂଗ୍ରେସ

ଭୁବନେଶ୍ବର: ରାଜ୍ୟରେ ଲୁଟର ଶିକାର ହେଉଛନ୍ତି ବିଜୁଳି ଉପଭୋକ୍ତା । ଓପିଜିସି, ଓସିପିଏଲ୍, ଓଇଆରସି ଓ ରାଜ୍ୟ ସରକାରଙ୍କ ମିଲିଭଗତରେ ଚାଲିଛି ଏହି ଲୁଟ। ଫଳରେ ବିଜୁଳି

Read more

କେଉଁ ଚିଠି ଆଧାରରେ ଜଷ୍ଟିସ ଜେ ପି ଦାସଙ୍କୁ ନିଯୁକ୍ତି ଦିଆଗଲା, ତାହା ଦେଖାନ୍ତୁ ରାଜ୍ୟ ସରକାର: ପୀତାମ୍ବର ଆଚାର୍ଯ୍ୟ

ଭୁବନେଶ୍ବର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ବିଜେପି ନେତା ପୀତାମ୍ବର ଆଚାର୍ଯ୍ୟ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ସେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି,

Read more

ଦୋଷ ଲଦି ଦେବାରେ ପିଏଚଡି ହାସଲ କରିଥିବା ଶାସକ ବିଜେଡିର ନେତା ଓ ମନ୍ତ୍ରୀମାନେ ସତ କଥା ଶୁଣିଲେ ଚମକି ପଡୁଛନ୍ତି : ଡ.ଐଶ୍ୱର୍ଯ୍ୟା ବିଶ୍ୱାଳ

ଦୀର୍ଘ ୨୩ ବର୍ଷ ଧରି ନିରୁଙ୍କଶ ଶାସନ କ୍ଷମତାରେ ଥିବା ସତ୍ୱେ ଓଡିଶାର ସଠିକ୍ ବିକାଶ କରିବାରେ ବିଫଳ ହୋଇଛି ଦୁର୍ନୀତିଗ୍ରସ୍ତ ଶାସକ ବିଜେଡି । ନିଜ

Read more

ଓଡିଶାର ରେଳ ବିକାଶକୁ ପ୍ରାଥମିକତା ଦେଉଛନ୍ତି ମୋଦି ସରକାର : ସମୀର ମହାନ୍ତି

ଭୂବନେଶ୍ୱର, ତା.୦୩/୦୨: ଓଡିଶାର ସାମଗ୍ରିକ ବିକାଶ ପାଇଁ କେନ୍ଦ୍ରରେ ମୋଦି ସରକାର ସର୍ବଦା ତତ୍ପରତା ପ୍ରଦର୍ଶନ କରିଆସୁଛନ୍ତି । ସ୍ୱାଧୀନତା ପରବର୍ତୀ ସମୟରେ ରେଳବାଇ କ୍ଷେତ୍ରରେ ଓଡିଶା

Read more

ବଜେଟ୍ ଆଲୋଚନା ଚକ୍ରରେ ଯୋଗଦେବେ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଅର୍ଜ୍ଜୁନ ମୁଣ୍ଡା

ଭୁବନେଶ୍ୱର, ତା.୦୩/୦୨ : କେନ୍ଦ୍ର ସରକାର ଚଳିତ ଆର୍ôଥକ ବର୍ଷ ୨୦୨୩-୨୪ର ବଜେଟ୍ ସଂସଦରେ ଆଗତ କରିଛନ୍ତି । ସୁଦୁରପ୍ରସାରୀ, ଯୁଗାନ୍ତକାରୀଏ ଏହି ଐତିହାସିକ ବଜେଟ୍‌ରେ ଗାଁ,

Read more

ଓଡ଼ିଶାକୁ ରେକର୍ଡସଂଖ୍ୟକ ରେଳ ଅନୁଦାନ ରାଜ୍ୟବାସୀଙ୍କୁ ଖୁସି ଦେଇଛି- ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର – ୨୦୨୩-୨୪ ଆର୍ଥିକଓଡ଼ିଶାକୁ ରେକର୍ଡସଂଖ୍ୟକ ରେଳ ଅନୁଦାନ ରାଜ୍ୟବାସୀଙ୍କୁ ଖୁସି ଦେଇଛି- ଧର୍ମେନ୍ଦ୍ର ପ୍ରଧାନ ବର୍ଷ କେନ୍ଦ୍ର ବଜେଟରେ ଓଡ଼ିଶାକୁ ରେକର୍ଡସଂଖ୍ୟକ ୧୦ ହଜାର ୧୨

Read more