ସସ୍ମିତ ପାତ୍ର ବୋଧେ ଭୁଲି ଯାଉଛନ୍ତି, ନିର୍ବାଚନ ମଡେଲ କଥା ତାଙ୍କ ଦଳୀୟ ନେତାମାନେ ହିଁ ପ୍ରଥମେ ଆରମ୍ଭ କରିଥିଲେ : ମୁକେଶ ମହାଲିଙ୍ଗ
ଭୁବନେଶ୍ୱର, : ଆମ ନେତା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟରେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଉପନିର୍ବାଚନ କେବେ ବି ନିର୍ବାଚନ ପାଇଁ ମଡେଲ ହୋଇପାରିବ ନାହିଁ
Read more