ବିମାନରେ ବୋମା ଆତଙ୍କ । ଋଷରୁ ଗୋଆ ଆସୁଥିବା ବିମାନକୁ ପଠାଗଲା ଉଜବେକିସ୍ତାନ

ଋଷରୁ ଗୋଆ ଆସୁଥିବା ଏକ ଚାଟାର୍ଡ ଫ୍ଲାଇଟକୁ ସୁରକ୍ଷା ଆଲର୍ଟ ଜାରି କରାଯାଇଛି । ସୁରକ୍ଷା ଆଲର୍ଟ ଜାରି ହେବା ପରେ ବିମାନକୁ ଉଜବେକିସ୍ତାନକୁ ଡାଇଭର୍ଟ କରିଦିଆଯାଇଛି

Read more

ବରଯାତ୍ରୀରେ ନାଚିବାକୁ ମନା କରିବାରୁ… ନାବାଳିକାକୁ ପେଟ୍ରୋଲ ଢାଳି ପୋଡିଦେଲେ ଯୁବକ

ବିହାର ହାଜିପୁରରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଗାଁରେ ଏକ ବରଯାତ୍ରୀ ଦଳ ଯାଉଥିଲେ । ସେମାନଙ୍କୁ ସ୍ୱାଗତ କରିବାକୁ କଲୋନୀର ଝିଅମାନେ ନାଚିଥିଲେ

Read more

ବୃଦ୍ଧାଙ୍କ ଉପରେ ପରିସ୍ରା କରିବା ଘଟଣା: ୪ମାସ ଯାଏ ଏୟାର ଇଣ୍ଡିଆରେ ଯାତ୍ରା କରିପାରିବେନି ଶଙ୍କର

ନୂଆଦିଲ୍ଲୀ: ବୃଦ୍ଧାଙ୍କ ଉପରେ ପରିସ୍ରା କରିବା ମହଙ୍ଗା ପଡ଼ିଲା। ଏବେ ୪ମାସ ପର୍ଯ୍ୟନ୍ତ ଏୟାର ଇଣ୍ଡିଆରେ ଯାତ୍ରା କରିପାରିବେ ନାହିଁ ଶଙ୍କର ମିଶ୍ରା। ଗତ ବର୍ଷ ନଭେମ୍ବର

Read more

୨୦୧୮ରୁ ୨୦୨୨ ମଧ୍ୟରେ ‘ବିଜେପି’ ‘ଇଲେକ୍ଟୋରାଲ୍‌ ବଣ୍ଡ୍‌ସ୍‌’ର ୫୭% ହାସଲ କରିଥିବା ବ‌େଳେ କଂଗ୍ରେସ ପାଇଛି ୧୦%

ନୂଆଦିଲ୍ଲୀ: ମାର୍ଚ ୨୦୧୮ ଏବଂ ୨୦୨୨ ମଧ୍ୟରେ ସମୁଦାୟ ଇଲେକ୍ଟୋରାଲ୍‌ ବଣ୍ଡ୍‌ସ୍‌ର ଅଧାରୁ ଅଧିକ ‘ବିଜେପି’ ହାସଲ କରିଥିବା କଥା ନିର୍ବାଚନ କମିସନ୍‌ ଡାଟାରୁ ଜଣାପଡ଼ିଛି। ‘ଇଲେକ୍ଟୋରାଲ୍‌

Read more

କଲେଜ ଛାତ୍ରଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ତେଲେଙ୍ଗାନା ‘ବିଜେପି’ ମୁଖ୍ୟ ବନ୍ଦୀ ସଞ୍ଜୟଙ୍କ ପୁଅ ନାଁରେ ମାମଲା

ହାଇଦ୍ରାବାଦ: ହାଇଦ୍ରାବାଦସ୍ଥିତ ଏକ ଘରୋଇ କଲେଜରେ ଜଣେ ସାଥୀ ଛାତ୍ରଙ୍କୁ ମଙ୍ଗଳବାର ଦିନ ଆକ୍ରମଣ କରିଥିବା ଅଭିଯୋଗରେ ତେଲେଙ୍ଗାନା ‘ବିଜେପି’ ମୁଖ୍ୟ ବନ୍ଦୀ ସଞ୍ଜୟ କୁମାରଙ୍କ ପୁଅ

Read more

ଆଜିଠୁ ମାଇକ୍ରୋସଫ୍ଟ ଓ ଆମାଜନ କର୍ମଚାରୀଙ୍କ ଛଟେଇ

ନୂଆଦିଲ୍ଲୀ: ଗୁରୁତର ଆର୍ଥିକ ପରିସ୍ଥିତି ଦେଇ ଗତି କରୁଛି ଆଇଟି ସେକ୍ଟର। ଦେଖାଦେଇଛି ମାନ୍ଦାବସ୍ଥା ଭୟ। କମ୍ପାନୀଗୁଡିକ ଏବେ ଖର୍ଚ୍ଚ କାଟ୍ କରିବା ସହ ତିଷ୍ଟି ରହିବା

Read more

୨୦୨୪ ଯାଏଁ ରହିବେ ନଡ୍ଡା। ଆଉ ବର୍ଷେ ବଢିଲା ସଭାପତି କାର୍ଯ୍ୟକାଳ

୨୦୨୪ ପାଇଁ ବିଜେପିରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ନଡ୍ଡାଙ୍କ ସଭାପତିତ୍ୱ ଉପରେ ପୁଣି ଭରସା କରିଛି ଦଳ । ଜେ.ପି ନଡ୍ଡାଙ୍କ କାର୍ଯ୍ୟକାଳ ସମୟରେ ଦଳର

Read more

ଆମେରିକାର କାଲିଫର୍ଣ୍ଣିଆ ଏବଂ ଫ୍ଲୋରିଡାରେ ଗୁଳିକାଣ୍ଡ, ୬ ମୃତ

ଆମେରିକାର କାଲିଫର୍ଣ୍ଣିଆ ଏବଂ ଫ୍ଲୋରିଡାରେ ଗୁଳିକାଣ୍ଡ ଘଟି ଜଣେ ପିଲା ସମେତ ୬ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାରେ ୮ ଜଣ ଲୋକ ଆହତ ହୋଇଛନ୍ତି।

Read more

ଜମ୍ମୁକଶ୍ମୀରରେ ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ଦୁଇ ଆତଙ୍କବାଦୀ ନିପାତ

ଶ୍ରୀନଗର: ଆଜି ଜମ୍ମୁକଶ୍ମୀରର ବଡଗାମରେ ସୁରକ୍ଷାବାହିନୀକୁ ବଡ ସଫଳତା ମିଳିଛି | ସୁରକ୍ଷାବାହିନୀଙ୍କ ଏନକାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି | ମିଳିଥିବା ସୂଚନା ଅନୁଯାୟୀ,

Read more

ଡେନିପ୍ରୋରେ ମିଜାଇଲ ମାଡରେ ୨୧ ମୃତ

କ୍ୱିବ୍‌ : ୟୁକ୍ରେନର ଡେନିପ୍ରୋ ସହରରେ ଥିବା ଏକ ବହୁତଳ ପ୍ରାସାଦ ଉପରେ ରୁଷ ମିଜାଇଲ ମାଡ ହେବା ଯୋଗୁ ୨୧ ଲୋକଙ୍କର ପ୍ରାଣହାନୀ ଘଟିଛି । ଏହି

Read more