ୟୁପି ବିଶ୍ବ ନିବେଶ ସମ୍ମିଳନୀର ଚତୁର୍ଥ ଶିଳାନ୍ୟାସ ସମାରୋହ: ୧୦ ଲକ୍ଷ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପ ଶୁଭାରମ୍ଭ
ଲକ୍ଷ୍ନୌ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଲକ୍ଷ୍ନୌରେ ‘ବିକଶିତ ଭାରତ ବିକଶିତ ଉତ୍ତରପ୍ରଦେଶ’ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି। ଫେବ୍ରୁଆରି ୨୦୨୩ରେ ଅନୁଷ୍ଠିତ ୟୁପି ଗ୍ଲୋବାଲ ଇନଭେଷ୍ଟର୍ସ ସମିଟ୍
Read more