ଓଡିଶାର ରେଳ ବିକାଶକୁ ପ୍ରାଥମିକତା ଦେଉଛନ୍ତି ମୋଦି ସରକାର : ସମୀର ମହାନ୍ତି

ଭୂବନେଶ୍ୱର, ତା.୦୩/୦୨: ଓଡିଶାର ସାମଗ୍ରିକ ବିକାଶ ପାଇଁ କେନ୍ଦ୍ରରେ ମୋଦି ସରକାର ସର୍ବଦା ତତ୍ପରତା ପ୍ରଦର୍ଶନ କରିଆସୁଛନ୍ତି । ସ୍ୱାଧୀନତା ପରବର୍ତୀ ସମୟରେ ରେଳବାଇ କ୍ଷେତ୍ରରେ ଓଡିଶା

Read more

ବଜେଟ୍ ଆଲୋଚନା ଚକ୍ରରେ ଯୋଗଦେବେ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଅର୍ଜ୍ଜୁନ ମୁଣ୍ଡା

ଭୁବନେଶ୍ୱର, ତା.୦୩/୦୨ : କେନ୍ଦ୍ର ସରକାର ଚଳିତ ଆର୍ôଥକ ବର୍ଷ ୨୦୨୩-୨୪ର ବଜେଟ୍ ସଂସଦରେ ଆଗତ କରିଛନ୍ତି । ସୁଦୁରପ୍ରସାରୀ, ଯୁଗାନ୍ତକାରୀଏ ଏହି ଐତିହାସିକ ବଜେଟ୍‌ରେ ଗାଁ,

Read more

ଓଡ଼ିଶାକୁ ରେକର୍ଡସଂଖ୍ୟକ ରେଳ ଅନୁଦାନ ରାଜ୍ୟବାସୀଙ୍କୁ ଖୁସି ଦେଇଛି- ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର – ୨୦୨୩-୨୪ ଆର୍ଥିକଓଡ଼ିଶାକୁ ରେକର୍ଡସଂଖ୍ୟକ ରେଳ ଅନୁଦାନ ରାଜ୍ୟବାସୀଙ୍କୁ ଖୁସି ଦେଇଛି- ଧର୍ମେନ୍ଦ୍ର ପ୍ରଧାନ ବର୍ଷ କେନ୍ଦ୍ର ବଜେଟରେ ଓଡ଼ିଶାକୁ ରେକର୍ଡସଂଖ୍ୟକ ୧୦ ହଜାର ୧୨

Read more

ବଜେଟ୍ ପ୍ରତିକ୍ରିୟାରେ ମୁଖ୍ୟମନ୍ତ୍ରୀ ମିଛ କହି ରାଜ୍ୟବାସୀଙ୍କୁ ଠକିବା ଉଚିତ୍ ନୁହେଁ : ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ୱର, ତା.୦୨/୦୨ : କେନ୍ଦ୍ର ବଜେଟରେ ମନରେଗା ଅର୍ଥ କମିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ଦେଇଥିବା ତଥ୍ୟ ସମ୍ପୂର୍ଣ୍ଣ ଭୁଲ ଓ ନିରାଧାର ଅଟେ ବୋଲି

Read more

ଆବାସ ଯୋଜନାରେ ଯୋଗ୍ୟ ଲୋକଙ୍କୁ ଘର ଦେବା ପାଇଁ ମାହାଙ୍ଗା ଦେଇଥିବା ବଳିଦାନ ବ୍ୟର୍ଥ ଯିବ ନାହିଁ- ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ, ଫେବୃୟାରୀ ୦୨ – ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ଲୋକଙ୍କୁ ଘର ଦେବା ପାଇଁ ମାହାଙ୍ଗା ମାଟି ଦେଇଥିବା ବଳିଦାନ ବ୍ୟର୍ଥ ଯିବ ନାହିଁ ବୋଲି

Read more

କ୍ରାଇମବ୍ରାଂଚ ଉପରେ ଓଡିଶାବାସୀଙ୍କ ଭରସା ନାହିଁ, ସିବିଆଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ ରାଜ୍ୟ ସରକାର: ଡ.ଲେଖାଶ୍ରୀ

ଭୁବନେଶ୍ୱର, ତା.୦୨/୦୨ : ଓଡ଼ିଶା ସରକାରଙ୍କ କ୍ୟାବିନେଟ୍ ମନ୍ତ୍ରୀ ନବ କିଶୋର ଦାସଙ୍କୁ ଜଣେ ପୋଲିସ ଅଧିକାରୀ ଦିବାଲୋକ ଓ ଜନସାଧାରଣଙ୍କ ସାମ୍ନାରେ ଗୁଳି କରି ହତ୍ୟା

Read more

ମୋଦିଜୀଙ୍କ ନେତୃତ୍ୱରେ ଭାରତୀୟ ଅର୍ଥବ୍ୟବସ୍ଥା ଉଜ୍ଜ୍ୱଳ ଭବିଷ୍ୟତ ଦିଗକୁ ଅଗ୍ରସର ହେଉଛି: ସମୀର ମହାନ୍ତି

ଭୁବନେଶ୍ୱର, ତା.୦୨/୦୨ : ସ୍ୱାଧୀନତାର ୧୦୦ ବର୍ଷ ପୁର୍ତୀ ଅବସରରେ ଆସନ୍ତା ୨୦୪୭ ମସିହାରେ ଭାରତବର୍ଷକୁ ସମୃଦ୍ଧ ଏବଂ ବିଶ୍ୱର ସର୍ବଶ୍ରେଷ୍ଠ ଆର୍ôଥକ ବ୍ୟବସ୍ଥାରେ ପରିଣତ କରିବା

Read more

ନବ ଦାସଙ୍କୁ ହତ୍ୟା ଘଟଣାତଦନ୍ତର ତଦାରଖ କରିବେ ଜଷ୍ଟିସ ଜେପି ଦାସ

ନବ ଦାସଙ୍କୁ ହତ୍ୟା ଘଟଣା,ତଦନ୍ତର ତଦାରଖ କରିବେ ଜଷ୍ଟିସ ଜେପି ଦାସ । ଏହି ପ୍ରସଙ୍ଗରେ ବିଜେପିର ସାମ୍ବାଦିକ ସମ୍ମିଳନୀ । ଏହି ଘଟଣା ଓଡିଶା ପ୍ରଦେଶର

Read more

ନବଦାସ ହତ୍ୟାକାଣ୍ଡ ଘଟଣା: ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ

ନବ ଦାସଙ୍କ ହତ୍ୟା ଘଟଣା ନେଇ ରାଜ୍ୟ ସରକାରଙ୍କୁ କଂଗ୍ରେସର ଟାର୍ଗେଟ । ପ୍ରେସମିଟରେ ବର୍ଷିଲେ କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ । କହିଲେ, ଏହି ହତ୍ୟା

Read more

ପୁଲିସ୍ କ୍ରାଇମ୍ କରିବ, ଓଡ଼ିଶା ପୁଲିିସ୍ ତଦନ୍ତ କରିବ ବିଶ୍ୱାସ କରିହେଉନି; ନ୍ୟାୟ ମିଳିବ କେମିତି ? : ବିଜେପି

ନବ ଦାସଙ୍କ ହତ୍ୟା ମାମଲାରେ ସିବିଆଇ ତଦନ୍ତ ଦାବି । ସିବିଆଇ ତଦନ୍ତ ଦାବି କଲେ ରାଜ୍ୟ ବିଜେପି ସଭାପତି । ମୁଖ୍ୟମନ୍ତ୍ରୀ ସିବିଆଇକୁ ତୁରନ୍ତ ତଦନ୍ତ

Read more