ଉଚ୍ଚଶିକ୍ଷା ବିଭାଗରେ ଖୋଲିବ ପେନ୍‌ସନ୍‌ ସେଲ୍‌, ବିଭାଗ କାର୍ଯ୍ୟର ସମୀକ୍ଷା ‌କଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ଉଚ୍ଚଶିକ୍ଷା ବିଭାଗରେ ପେନ୍‌ସନ୍‌ ସେଲ୍‌ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିବ। ଏହାଦ୍ବାରା କର୍ମଚାରୀମାନେ ଅବସର ଗ୍ରହଣ କରିବା ଦିନ ହିଁ ସେମାନଙ୍କ ପେନ୍‌ସନ୍‌ ପାଇବେ।

Read more

ଆଖି ଧରିଥିଲେ ପିଲାଙ୍କୁ ସ୍କୁଲକୁ ପଠାନ୍ତୁ ନାହିଁ : ଜନସ୍ୱାସ୍ଥ୍ୟ ନିର୍ଦେଶକ

ଭୁବନେଶ୍ବର: ଏ ପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ତଥ୍ୟ ନ ଥିଲେ ବି ଆଖିଧରା ରୋଗୀ ସଂଖ୍ୟରେ ବୃଦ୍ଧି ଘଟିଛି। ଆଖି ଧରିଥିଲେ ପିଲାଙ୍କୁ ସ୍କୁଲ ନ ପଠାଇବା ପାଇଁ

Read more

ଦୁଇଦିନିଆ ଅନୁଗୋଳ ଜିଲ୍ଲା ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ

ଆହୁରି ସମୃଦ୍ଧ ହେବ ଅନୁଗୋଳ । ଦୁଇଦିନିଆ ଅନୁଗୋଳ ଜିଲ୍ଲା ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ। ପ୍ରଥମେ ତାଳଚେର ଗସ୍ତ କରି ହିଙ୍ଗୁଳା ପୀଠରେ ପହଞ୍ଚି

Read more

ଦୁଷ୍କର୍ମ ଉଦ୍ୟମକାରୀକୁ ୫ବର୍ଷ କାରାଦଣ୍ଡାଦେଶ

ଦୁଷ୍କର୍ମ ଉଦ୍ୟମକାରୀକୁ ୫ବର୍ଷର କାରାଦଣ୍ଡର ଆଦେଶ ଦେଲେ ମୟୂରଭଞ୍ଜ ଅତିରିକ୍ତ ଜିଲା ଓ ଦୌରା ଜଜ୍ ତଥା ସ୍ୱତନ୍ତ୍ର ପୋକ୍ସ କୋର୍ଟର ଜଜ ସୁମିତା ଜେନା। ମୋରୋଡା

Read more

ଡିଜିଟାଲ ଶିକ୍ଷାରେ ଓଡିଶା ଦୁର୍ବଳ : ପିଜିଆଇ ଜିଲ୍ଲାସ୍ତରୀୟ ରିପୋର୍ଟରେ ଉଲ୍ଲେଖ

ଡିଜିଟାଲ ଶିକ୍ଷାରେ ଓଡିଶା ଦୁର୍ବଳ । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧୀନ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ପକ୍ଷରୁ ପ୍ରକାଶିତ ମାନକ ସୂଚକାଙ୍କରୁ ଏହା ଜଣାପଡିଛି

Read more

ଜୁଲାଇ ଦ୍ୱିତୀୟ ସପ୍ତାହ ପରେ ବଢିପାରେ ବର୍ଷାର ପରିମାଣ

ମୌସୁମୀରେ ରାଜ୍ୟରେ ନିଅଣ୍ଟିଆ ବର୍ଷା । ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ବର୍ଷା ୨.୧ ମିମି ରେକର୍ଡ କରାଯାଇଛି ଯାହାକି ସ୍ୱାଭାବିକ ବର୍ଷା ୯.୭ ମିମି

Read more

DN ଗ୍ରୁପ୍‌ ଉପରେ ସରିଛି ଆୟକର ବିଭାଗର ରେଡ୍‌

ଟିକସ ଫାଙ୍କିବା ଅଭିଯୋଗରେ DN ଗ୍ରୁପ୍‌ ଉପରେ ସରିଛି ଆୟକର ବିଭାଗର ରେଡ୍‌ । ଖୁବଶୀଘ୍ର ପଞ୍ଝା ମାରିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କମ୍ପାନୀ ମୁଖ୍ୟ ଜଗଦୀଶ

Read more

ରୋବୋଟ ସହାୟତାରେ ସମ୍ ହସ୍ପିଟାଲ୍‌ରେ ଆଣ୍ଠୁ ପ୍ରତ୍ୟାରୋପଣ ଅସ୍ତ୍ରୋପଚାର ସଫଳ ହେଉଛି: ପ୍ରଫେସର ଦାଶ

ଭୁବନେଶ୍ୱର: ବର୍ତମାନ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ରୋବୋଟ୍ ସହାୟତାରେ ଆଣ୍ଠୁ ପ୍ରତ୍ୟାରୋପଣ କରାଯାଉଛି। ଏହି ପଦ୍ଧତିରେ ଅସ୍ତ୍ରୋପଚାର ଅଧିକ ସଫଳ ହେଉଛି

Read more