ସମୁଦ୍ରକୂଳ ସଫାକଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦେଖନ୍ତୁ ଭିଡିଓ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଚ୍ଛତାକୁ ଗୁରୁତ୍ୱ ଦେଇ  ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ଏହାକୁ ଧ୍ୟାନରେ ରଖି ନିଜେ ମଧ୍ୟ ଯେଉଁଠି ଅଳିଆ ଦେଖୁଛନ୍ତି ସଫାକରୁଛନ୍ତି

Read more