୨୦ ବର୍ଷର ନିରଙ୍କୁଶ ଶାସନ ସତ୍ୱେ ବି ହୋଇନି ଓଡିଶାର ବିକାଶ:ବିଜେପି

ଆସନ୍ତାକାଲି ବିଜେଡି ୨୩ ତମ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଛି । ବିଜେଡି ଗଠନ ଠାରୁ ଆଜି ପର୍ଯ୍ୟନ୍ତ ସବୁବେଳେ ଓଡିଶାର ଶାସନ କ୍ଷମତାରେ ରହିଆସିଛି

Read more