ଭାରତର ନାରୀଶକ୍ତି : ଉତ୍ତରମେରୁ ଉପରେ ଯାତ୍ରା କରି ସୋମବାର ଭାରତରେ ପହଞ୍ଚିବ କେବଳ ମହିଳା କର୍ମଚାରୀଥିବା ଏୟାରଇଣ୍ଡିଆ ବିମାନ

ଭାରତରେ ନାରୀ ସଶକ୍ତିକରଣର ଏକ ବଡ଼ ଉଦାହରଣ ଦେଖିବାକୁ ମିଳିଛି ଏୟାର ଇଣ୍ଡିଆରେ । ଏହାର ଇଣ୍ଡିଆର ନୂଆକରି ଆରମ୍ଭ ହୋଇଥିବା ସାନ ଫ୍ରାନସିସକୋ-ବାଙ୍ଗାଲୁରୁ ଫ୍ଲାଇଟ (ଫ୍ଲାଇଟ

Read more

ଲଦାଖରେ ଥିବା ଭାରତୀୟ ସେନା ପାଇଁ ଡିଆରଡିଓ ପ୍ରସ୍ତୁତ କଲା ସ୍ବତନ୍ତ୍ର ଆଶ୍ରୟସ୍ଥଳୀ

ଲଦାଖର ପ୍ରବଳ ଶୀତ ମଧ୍ୟରେ ବି ପ୍ରାୟ ୫୦ ହଜାର ଭାରତୀୟ ସେନା ଭାରତର ସୀମାର ସୁରକ୍ଷା କରୁଛନ୍ତି । ବରଫ ମଧ୍ୟରେ ରହି ବି ସେମାନେ

Read more

ଦେଶରେ ୨୪ଘଣ୍ଟା ମଧ୍ୟରେ କେହି ନୂଆ କରୋନା ଷ୍ଟ୍ରେନ ଦ୍ବାରା ଆକ୍ରାନ୍ତ ହୋଇନାହାନ୍ତି

କିଛି ମାସ ହେଲାଣି ବ୍ରିଟେନରୁ ଚିହ୍ନଟ ହୋଇଥିବା କରୋନାର ନୂଆ ଷ୍ଟ୍ରେନ ବିଶ୍ବବାସୀଙ୍କ ଚିନ୍ତା ବଢ଼ାଇଛି। ଏହା ପୁରୁଣା ଷ୍ଟ୍ରେନଠାରୁ ଅଧିକ ସଂକ୍ରାମକ ବୋଲି ଜଣା ପଡ଼ିବା

Read more

ଲିପୁଲେଖ, କାଲାପାନି ଓ ଲିମ୍ପିଆଧୁରା ଅଞ୍ଚଳ ଭାରତଠାରୁ ଛଡ଼ାଇ ଆଣିବୁ : ଓଲି

ଗତ ବର୍ଷ ଭାରତ ଓ ନେପାଳ ମଧ୍ୟରେ ସଂପର୍କ ଖରାପ ହୋଇଯାଇଥିବାବେଳେ ଉଭୟ ଦେଶର ଉଦ୍ୟମକ୍ରମେ ସ୍ଥିତିରେ ସୁଧାର ଆସିଥିଲା । କିନ୍ତୁ ସ୍ଥିତିକୁ ପୁଣି ବିଗାଡ଼ିବାକୁ

Read more

ଚଳିତ ବର୍ଷ ୫ଟି ରାଜ୍ୟରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ: ଫେବ୍ରୁଆରିରେ ତାରିଖ ଘୋଷଣା କରିପାରନ୍ତି ନିର୍ବାଚନ କମିସନ

ଚଳିତ ବର୍ଷ ୫ ଟି ରାଜ୍ୟରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ । ଏନେଇ ଫେବ୍ରୁଆରି ମାସରେ ନିର୍ବାଚନ କମିସନଙ୍କ ତରଫରୁ ତାରିଖ ଘୋଷଣା ହୋଇପାରେ ବୋଲି

Read more

କୃଷକଙ୍କ ତୀବ୍ର ବିରୋଧ ପରେ ହରିୟାଣା ମୁଖ୍ୟମନ୍ତ୍ରୀଙ୍କ କିଷାନ ମହାପଞ୍ଚାୟତ ବାତିଲ

ହରିୟାଣାର କର୍ନାଲ ଜିଲ୍ଲା ସ୍ଥିତ କାଇମଲା ଗ୍ରାମରେ ହେବାକୁ ଥିବା କୃଷକ ମହାପଞ୍ଚାୟତ ଆନ୍ଦୋଳନକାରୀ କୃଷକମାନଙ୍କ ପ୍ରବଳ ବିରୋଧ ଯୋଗୁଁ ରଦ୍ଦ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ

Read more

ସୁରିନାମର ରାଷ୍ଟ୍ରପତି ହେବେ ଗଣତନ୍ତ୍ର ଦିବସର ମୁଖ୍ୟ ଅତିଥି

ସୁରିନାମର ଭାରତୀୟ ବଂଶୋଦ୍ଭବ ରାଷ୍ଟ୍ରପତି ଚନ୍ଦ୍ରିକାପ୍ରସାଦ ସାଣ୍ଟୋଖି ଭାରତର ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ହେବେ ।  ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବାତିଲ ହେବା ପରେ

Read more

ସମୁଦ୍ରକୁ ଖସିପଡ଼ିଛି ଇଣ୍ଡୋନେସିଆର ବୋଇଂ ବିମାନ ! କ୍ରୁ ସଦସ୍ୟଙ୍କୁ ମିଶାଇ ବିମାନରେ ଥିଲେ ୬୨ଯାତ୍ରୀ

ଉଡ଼ାଣ କରିବାର ମାତ୍ର ୪ମିନିଟ ପରେ ଇଣ୍ଡୋନେସିଆର ଶ୍ରୀୱିଜୟ ବିମାନ ନିଖୋଜ ହୋଇଯାଇଥିବା ଜଣାପଡ଼ିଥିଲା। ୪ ମିନିଟ ପରେ ପାଇଲଟଙ୍କ ସହ ଏୟାର ଟ୍ରାଫିକ କଂଟ୍ରୋଲର ଯୋଗାଯୋଗ

Read more

ଏଣିକି ୨ ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ଗହଣା କିଣିଲେ ଦେବାକୁ ହେବ କେୱାଇସି

ରାଜସ୍ବ ବିଭାଗ ପକ୍ଷରୁ ଏକ ବଡ଼ ନି‌ଷ୍ପତ୍ତି ‌ନିଆଯାଇଛି। ଏଣିକି ୨ ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ସୁନା, ରୁପା, ମୂଲ୍ୟବାନ ଧାତୁ କିମ୍ବା ପଥରର ଗହଣା

Read more

ଫାଇଜର ଟିକା ନେବାର ୩ସପ୍ତାହ ପରେ ନର୍ସ ହେଲେ କରୋନା ସଂକ୍ରମିତ

ଫାଇଜରର କରୋନା ଟିକା ନେବାର ତିନି ସପ୍ତାହ ପରେ ବ୍ରିଟେନର ଜଣେ ନର୍ସ କରୋନା ପଜିଟିଭ୍ ହୋଇଥିବା ଜଣାପଡ଼ିଛି। ବ୍ରିଟେନର ୱେଲ୍ସରେ ବସବାସ କରୁଥିବା ନର୍ସ କହିଛନ୍ତି

Read more