Skip to content
Saturday, May 24, 2025
Latest:
  • ୨୦୩୫ ସୁଦ୍ଧା ସ୍ଥାପନ ହେବ ଭାରତର ମଡ୍ୟୁଲାର ଅନ୍ତରୀକ୍ଷ କେନ୍ଦ୍ର: ଇସ୍ରୋ ଅଧ୍ୟକ୍ଷ
  • ଏରୋନଟିକ୍ସ୍ ମହାବିଦ୍ୟାଳୟର ଯୁକ୍ତଦୁଇରେ ଆଶାନୁରୂପ ଫଳାଫଳ
  • ଜୁନ ୩୦ ରୁ ମାଟ୍ରିକ ସପ୍ଲିମେଣ୍ଟାରି ପରୀକ୍ଷା
  • ଭୁବନେଶ୍ବରରେ ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚର୍ ଅର୍ଗାନାଇଜେସନ୍ (ଇସ୍ରୋ)ର ଅଧ୍ୟକ୍ଷ ଡକ୍ଟର ଭି. ନାରାୟଣନ
  • ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ନିମନ୍ତେ ପରମାଣୁ ଶକ୍ତି ଉପଯୋଗର ଆବଶ୍ୟକତା ରହିଛି: ଡକ୍ଟର ତ୍ୟାଗୀ
Satya Drasta

Satya Drasta

The Milestone having no Alternative

  • ରାଜନୀତି
  • ରାଜ୍ୟ
  • ଜାତୀୟ
  • କ୍ରୀଡା ଜଗତ
  • ଅନ୍ତର୍ଜାତୀୟ
  • IPL-T-20
  • English
  • ସମ୍ପାଦକୀୟ
  • ସ୍ୱତନ୍ତ୍ର
  • ବାଣିଜ୍ୟ
  • ଗ୍ଲାମର
  • ହୋଲି
  • Republic Day
  • Contact Us
News ରାଜ୍ୟ 

ମେୟର ସୁବାସ ସିଂହଙ୍କର ଫେସବୁକ ପେଜ ହ୍ୟାକ, ଅଶ୍ଳୀଳ ପୋଷ୍ଟ ଛଡା ଯାଉଥିବା କଲେ ଅଭିଯୋଗ

December 17, 2023 Satya cuttack-mayer-social-media-account-hack, state

କଟକ : କଟକ ମହାନଗର ନିଗମ ମେୟର ସୁବାସ ସିଂହଙ୍କର ଅଫିସିଆଲ ଫେସବୁକ ପେଜ ହ୍ୟାକ ହୋଇଛି । ମେୟର ସୁବାଷ ଏନେଇ ସୂଚନା ଦେଇଛନ୍ତି । ହ୍ୟାକ କରି ଉଦ୍ଦେଶ୍ୟମୂଳକ ଭାବରେ ଅଶ୍ଳୀଳ ପୋଷ୍ଟ ଛଡା ଯାଉଥିବା ଅଭିଯୋଗ ଆଣିଲେ ମେୟର। ଏହାପରେ ସାଇବର କ୍ରାଇମର ଦ୍ୱାରସ୍ଥ ହେଲେ ସୁବାସ ସିଂହ। ମେୟରଙ୍କ କାର୍ଯ୍ୟାଳୟ ଷ୍ଟାଫମାନଙ୍କର ଆକ୍ସେସ ମଧ୍ୟ ବ୍ଲକ କରାଯାଇଥିବା କହିଲେ ମେୟର। ଏହି ସୋସିଆଲ ମିଡିଆ ପେଜଟିକୁ ବ୍ଲକ କରିବାକୁ ଜନସାଧାରଣଙ୍କୁ ନିବେଦନ କଲେ ମେୟର। ଯାହାପରେ ମେୟର ସୁବାଷ ସାଇବର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

Post Views: 202
Spread the love
  • ← ଯୋଗାଣ ବିଭାଗର ଚଢ଼ଉ, ୩୧ କୁଇଣ୍ଟାଲ ଧାନ ସହ ଗାଡ଼ି ଜବତ 
  • କିସ୍ ରେ ବିରାଟ ଅଭିଭାବକ ସମ୍ମିଳନୀ : ଏକଜୁଟ ହୋଇଛନ୍ତି ୧.୫ ଲକ୍ଷ ଜନଜାତି ଅଭିଭାବକ ଓ ଛାତ୍ରଛାତ୍ରୀ →

ADVT

Recent Posts

  • ୨୦୩୫ ସୁଦ୍ଧା ସ୍ଥାପନ ହେବ ଭାରତର ମଡ୍ୟୁଲାର ଅନ୍ତରୀକ୍ଷ କେନ୍ଦ୍ର: ଇସ୍ରୋ ଅଧ୍ୟକ୍ଷ May 23, 2025
  • ଏରୋନଟିକ୍ସ୍ ମହାବିଦ୍ୟାଳୟର ଯୁକ୍ତଦୁଇରେ ଆଶାନୁରୂପ ଫଳାଫଳ May 22, 2025
  • ଜୁନ ୩୦ ରୁ ମାଟ୍ରିକ ସପ୍ଲିମେଣ୍ଟାରି ପରୀକ୍ଷା May 21, 2025
  • ଭୁବନେଶ୍ବରରେ ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚର୍ ଅର୍ଗାନାଇଜେସନ୍ (ଇସ୍ରୋ)ର ଅଧ୍ୟକ୍ଷ ଡକ୍ଟର ଭି. ନାରାୟଣନ May 20, 2025
  • ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ନିମନ୍ତେ ପରମାଣୁ ଶକ୍ତି ଉପଯୋଗର ଆବଶ୍ୟକତା ରହିଛି: ଡକ୍ଟର ତ୍ୟାଗୀ May 19, 2025

Calendar

May 2025
M T W T F S S
 1234
567891011
12131415161718
19202122232425
262728293031  
« Apr    
Copyright © 2025 Satya Drasta. All rights reserved.
Theme: ColorMag by ThemeGrill. Powered by WordPress.