Skip to content
Monday, July 20, 2026
Latest:
  • ଭୁବନେଶ୍ୱରରେ ଶୁଭାରମ୍ଭ ହେଲା ମେଡିଅଙ୍କର୍ସ ମଲ୍ଟି ସ୍ପେସିଆଲିଟି କ୍ଲିନିକ୍ – ଓଡ଼ିଶାର ପ୍ରଥମ “କ୍ଲିନିକ୍ ସେୟାର୍ ମଡେଲ୍”
  • ସୋଆର ସ୍ୱତନ୍ତ୍ର ସମାବର୍ତନ ଉତ୍ସବ ପ୍ରଯୁକ୍ତି ଓ କୃତ୍ରିମ ବୁଦ୍ଧିମତା ଆଇନଗତ ବିଚାରର ବିକଳ୍ପ ହୋଇପାରିବ ନାହିଁ: ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି
  • ସୋଆର ୨୦ତମ ପ୍ରତିଷ୍ଠା ଦିବସରେ ବିଶ୍ୱବିଦ୍ୟାଳୟର ସଫଳତା, ଉତ୍କର୍ଷତା ଓ ଅଗ୍ରଗତିର ସ୍ମୃତିଚାରଣ
  • ମହାପ୍ରଭୁ ଜଗନ୍ନାଥ ରିଲିଜ୍‌ ଉପରେ ରୋକ, ହାଇକୋର୍ଟଙ୍କ ଅନ୍ତରୀଣ ରାୟକୁ କାଏମ ରଖିଲେ ସୁପ୍ରିମକୋର୍ଟ
  • IIC ବିୟୁଟି ମହାନ୍ତିଙ୍କ ଆସିଲା ଫୋନ୍ ଡିଟେଲସ୍ ,ଏ ପର୍ଯ୍ୟନ୍ତ ମୃତ୍ୟୁ ଘଟଣାର ପ୍ରକୃତ ତଥ୍ୟ ଜଣାପଡ଼ିନାହିଁ- ଡିସିପି
Satya Drasta

Satya Drasta

The Milestone having no Alternative

  • ରାଜନୀତି
  • ରାଜ୍ୟ
  • ଜାତୀୟ
  • କ୍ରୀଡା ଜଗତ
  • ଅନ୍ତର୍ଜାତୀୟ
  • IPL-T-20
  • English
  • ସମ୍ପାଦକୀୟ
  • ସ୍ୱତନ୍ତ୍ର
  • ବାଣିଜ୍ୟ
  • ଗ୍ଲାମର
  • ହୋଲି
  • Republic Day
  • Contact Us
News ରାଜ୍ୟ 

ମେୟର ସୁବାସ ସିଂହଙ୍କର ଫେସବୁକ ପେଜ ହ୍ୟାକ, ଅଶ୍ଳୀଳ ପୋଷ୍ଟ ଛଡା ଯାଉଥିବା କଲେ ଅଭିଯୋଗ

December 17, 2023 Satya cuttack-mayer-social-media-account-hack, state

କଟକ : କଟକ ମହାନଗର ନିଗମ ମେୟର ସୁବାସ ସିଂହଙ୍କର ଅଫିସିଆଲ ଫେସବୁକ ପେଜ ହ୍ୟାକ ହୋଇଛି । ମେୟର ସୁବାଷ ଏନେଇ ସୂଚନା ଦେଇଛନ୍ତି । ହ୍ୟାକ କରି ଉଦ୍ଦେଶ୍ୟମୂଳକ ଭାବରେ ଅଶ୍ଳୀଳ ପୋଷ୍ଟ ଛଡା ଯାଉଥିବା ଅଭିଯୋଗ ଆଣିଲେ ମେୟର। ଏହାପରେ ସାଇବର କ୍ରାଇମର ଦ୍ୱାରସ୍ଥ ହେଲେ ସୁବାସ ସିଂହ। ମେୟରଙ୍କ କାର୍ଯ୍ୟାଳୟ ଷ୍ଟାଫମାନଙ୍କର ଆକ୍ସେସ ମଧ୍ୟ ବ୍ଲକ କରାଯାଇଥିବା କହିଲେ ମେୟର। ଏହି ସୋସିଆଲ ମିଡିଆ ପେଜଟିକୁ ବ୍ଲକ କରିବାକୁ ଜନସାଧାରଣଙ୍କୁ ନିବେଦନ କଲେ ମେୟର। ଯାହାପରେ ମେୟର ସୁବାଷ ସାଇବର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

Post Views: 230
Spread the love
  • ← ଯୋଗାଣ ବିଭାଗର ଚଢ଼ଉ, ୩୧ କୁଇଣ୍ଟାଲ ଧାନ ସହ ଗାଡ଼ି ଜବତ 
  • କିସ୍ ରେ ବିରାଟ ଅଭିଭାବକ ସମ୍ମିଳନୀ : ଏକଜୁଟ ହୋଇଛନ୍ତି ୧.୫ ଲକ୍ଷ ଜନଜାତି ଅଭିଭାବକ ଓ ଛାତ୍ରଛାତ୍ରୀ →

ADVT

Recent Posts

  • ଭୁବନେଶ୍ୱରରେ ଶୁଭାରମ୍ଭ ହେଲା ମେଡିଅଙ୍କର୍ସ ମଲ୍ଟି ସ୍ପେସିଆଲିଟି କ୍ଲିନିକ୍ – ଓଡ଼ିଶାର ପ୍ରଥମ “କ୍ଲିନିକ୍ ସେୟାର୍ ମଡେଲ୍” July 19, 2026
  • ସୋଆର ସ୍ୱତନ୍ତ୍ର ସମାବର୍ତନ ଉତ୍ସବ ପ୍ରଯୁକ୍ତି ଓ କୃତ୍ରିମ ବୁଦ୍ଧିମତା ଆଇନଗତ ବିଚାରର ବିକଳ୍ପ ହୋଇପାରିବ ନାହିଁ: ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି July 19, 2026
  • ସୋଆର ୨୦ତମ ପ୍ରତିଷ୍ଠା ଦିବସରେ ବିଶ୍ୱବିଦ୍ୟାଳୟର ସଫଳତା, ଉତ୍କର୍ଷତା ଓ ଅଗ୍ରଗତିର ସ୍ମୃତିଚାରଣ July 17, 2026
  • ମହାପ୍ରଭୁ ଜଗନ୍ନାଥ ରିଲିଜ୍‌ ଉପରେ ରୋକ, ହାଇକୋର୍ଟଙ୍କ ଅନ୍ତରୀଣ ରାୟକୁ କାଏମ ରଖିଲେ ସୁପ୍ରିମକୋର୍ଟ July 17, 2026
  • IIC ବିୟୁଟି ମହାନ୍ତିଙ୍କ ଆସିଲା ଫୋନ୍ ଡିଟେଲସ୍ ,ଏ ପର୍ଯ୍ୟନ୍ତ ମୃତ୍ୟୁ ଘଟଣାର ପ୍ରକୃତ ତଥ୍ୟ ଜଣାପଡ଼ିନାହିଁ- ଡିସିପି July 17, 2026

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031  
« Jun    
Copyright © 2026 Satya Drasta. All rights reserved.
Theme: ColorMag by ThemeGrill. Powered by WordPress.