ଭଲଖବର ବୟସ୍କ ବି ବର୍ତିବେ!

କେରଳରେ 93 ଏବଂ 88 ବର୍ଷ ବୟସ୍କ ବୃଦ୍ଧ ଦମ୍ପତି କରୋନାଭାଇରସ୍ ସଂକ୍ରମଣରୁ ସୁସ୍ଥ ହେବା ପରେ ଡିସଚାର୍ଜ ହୋଇଛନ୍ତି।  ରୋଗକୁ ନଲୁଚେଇ ତୁରନ୍ତ 104କୁ ଫୋନ୍ କରନ୍ତୁ, ନିଜ ଜୀବନ ଓ ସମ୍ମାନ ଉଭୟ ରଖନ୍ତୁ !

Spread the love