News ରାଜ୍ୟ ଭଲଖବର ବୟସ୍କ ବି ବର୍ତିବେ! April 4, 2020April 4, 2020 Satya national କେରଳରେ 93 ଏବଂ 88 ବର୍ଷ ବୟସ୍କ ବୃଦ୍ଧ ଦମ୍ପତି କରୋନାଭାଇରସ୍ ସଂକ୍ରମଣରୁ ସୁସ୍ଥ ହେବା ପରେ ଡିସଚାର୍ଜ ହୋଇଛନ୍ତି। ରୋଗକୁ ନଲୁଚେଇ ତୁରନ୍ତ 104କୁ ଫୋନ୍ କରନ୍ତୁ, ନିଜ ଜୀବନ ଓ ସମ୍ମାନ ଉଭୟ ରଖନ୍ତୁ ! Post Views: 255 Spread the love