Skip to content
ଆବଶ୍ୟକ ସାମଗ୍ରୀ
୨ କପ୍ ପାସ୍ତା (ସିଝା)
- ୨ ଟେବୁଲ ଚାମଚ ତେଲ
- ୩ରୁ୪ଟି କଟା ରସୁଣ (କଟା ହୋଇଥିବା)
- ୧/୪ କପ୍ ପିଆଜ (କଟା ହୋଇଥିବା)
- ଅଧା କପ୍ ସିମଲ ଲଙ୍କା (କଟା ହୋଇଥିବା)
- ୨ କପ୍ ଟମାଟୋ ପ୍ୟୁରୀ
- ଲୁଣ ସ୍ୱାଦାନୁସାରେ
- ଅଳ୍ପ ଚିଜ୍ (କଦ୍ଦୁକସ୍ କରିଥିବା)
ପ୍ରସ୍ତୁତି ପ୍ରଣାଳୀ
- ପ୍ରଥମେ କଡାରେ ତେଲ ଗରମ କରି ରସୁଣ ଏବଂ ପିଆଜ ଭାଜି ଦିଅନ୍ତୁ।
- ସିମଲା ଲଙ୍କା ପକାଇ ଭାଜି ଦିଅନ୍ତୁ।
- ଟମାଟୋ ପ୍ୟୁରୀ ପକାଇ ଭଲଭାବେ ମିକ୍ସ କରି ଭାଜନ୍ତୁ।
- ୩-୪ ମିନିଟ୍ ପରେ ପାସ୍ତା ଏବଂ ଲୁଣ ପକାଇ ଭଲଭାବେ ମିକ୍ସ କରିଦିଅନ୍ତୁ।
- ଗ୍ରେଭୀ ଗାଢ଼ା ହେବା ପରେ ଚିଜ୍ ମିଶାନ୍ତୁ।
- ଏବେ ପ୍ରସ୍ତୁତ ହୋଇଯାଇଛି ଗରମା ଗରମ ପାସ୍ତା।
Post Views: 219