Skip to content
Monday, September 7, 2026
Latest:
  • ସୋଆ ଆଇଡିଆଥନ୍ ୨୦୨୬: ବିକଶିତ ଭାରତ ୨୦୪୭ ନିମନ୍ତେ ନବସୃଜନକୁ ପ୍ରୋତ୍ସାହନ
  • ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ: ଓଡିଶାବାସୀ ଆମ ଉପରେ ଆସ୍ଥା ପ୍ରକଟ କରିଛନ୍ତି: ମନମୋହନ ସାମଲ
  • ସବୁ କ୍ଷେତ୍ରରେ ଗୁରୁମାନଙ୍କର ବଳିଷ୍ଠ ଅବଦାନ ରହିଛି : ସୋଆ ଉପସଭାପତି
  • ସମ୍ମମ୍‌ରେ ଆଞ୍ଜିଓଜେଟ୍ ଥ୍ରୋମ୍ବେକ୍ଟୋମି ସିଷ୍ଟମ୍‌ର ଶୁଭାରମ୍ଭ ଓଡ଼ିଶାର ପ୍ରଥମ
  • କେଜି ରୁ ପିଜି’ ନିଃଶୁଳ୍କ ଶିକ୍ଷାରେ ଓଡ଼ିଶା ଦେଶରେ ପ୍ରଥମ; ଆଗାମୀ ୩ ବର୍ଷରେ ପୂରଣ ହେବ ୪୫ ହଜାର ଶିକ୍ଷକ ପଦବୀ
Satya Drasta

Satya Drasta

The Milestone having no Alternative

  • ରାଜନୀତି
  • ରାଜ୍ୟ
  • ଜାତୀୟ
  • କ୍ରୀଡା ଜଗତ
  • ଅନ୍ତର୍ଜାତୀୟ
  • IPL-T-20
  • English
  • ସମ୍ପାଦକୀୟ
  • ସ୍ୱତନ୍ତ୍ର
  • ବାଣିଜ୍ୟ
  • ଗ୍ଲାମର
  • ହୋଲି
  • Republic Day
  • Contact Us
News ଅନ୍ତର୍ଜାତୀୟ 

ନୀରବ ମୋଦୀର ବ୍ୟାଙ୍କ ଆକାଉଣ୍ଟ ଖାଲି

March 19, 2023 Satya national, nirav-modi-bank-fraud-case-only-236-rs-left-in-company-account

ଫେରାର ହୀରା ବେପାରୀ ନୀରବ ମୋଦୀ ବର୍ତ୍ତମାନ ସବୁଠାରୁ ଖରାପ ଆର୍ଥିକ ସ୍ଥିତି ଦେଇ ଗତିକରୁଛନ୍ତି । କେବେ ଜଣେ ବିଶିଷ୍ଟ ଶିଲ୍ପପତି ଥିବା ନୀରବ ମୋଦୀ ଆଜି ପୂରା ଦେବାଳିଆ ହୋଇଯାଇଛନ୍ତି । ନୀରବ ମୋଦୀଙ୍କ ଦୁର୍ଦ୍ଦଶା ୨୦୧୯ରେ ଲଣ୍ଡନରେ ପୋଲିସ ଦ୍ୱାରା ଗିରଫ ହେବା ପରେ ଆରମ୍ଭ ହୋଇଥିଲା । ପିନଏନବି ବ୍ୟାଙ୍କ ସହ ଜଡିତ ହଜାର ହଜାର କୋଟିର ବଡ ଅନିୟମିତତାର ସେ ମୁଖ୍ୟ ଅଭିଯୁକ୍ତ ଥିଲେ ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଫାୟାରଷ୍ଟାର ଡାଇମଣ୍ଡ ଇଣ୍ଟରନ୍ୟାସନାଲ ପ୍ରାଇଭେଟ ଲିମିଟେଡ ପାଖରେ ୨୩୬ ଟଙ୍କାର ସଞ୍ଚୟ ରହିଛି । ଏହି ରିପୋର୍ଟରେ ଏହା ମଧ୍ୟ କୁହାଯାଉଛି ଯେ ମୋଦୀଙ୍କ ଫାର୍ମର ଗୋଟିଏ ଖାତାରେ ମାତ୍ର ୨୩୬ ଟଙ୍କା ପଡିଛି । କୋଟକ ମହିନ୍ଦ୍ରା ବ୍ୟାଙ୍କ ଆୟକର ବକେୟା ବାବଦରେ ଏସବିଆଇକୁ ୨.୪୬ କୋଟି ଚଙ୍କା ହସ୍ତାନ୍ତର କରିଥିଲା । ୨୦୨୧ରେ ଅଦାଲତର ନିର୍ଦ୍ଦେଶ ଦେଇଥିଲେ ଯେ ପଳାତକ ଆର୍ଥିକ ଅପରାଧୀ ଅଧିନିୟମ ଆଧାରରେ ଏଫଡିଆଇପିଏଲ ସମ୍ବନ୍ଧରେ ନିଯୁକ୍ତ ଲିକ୍ୱୁଡେଟର ମାଧ୍ୟମରେ ଦାବିଦାରୀ କରାଯାଇପାରିବ । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଏହି ରାଶିକୁ ଜାରି କରାଯାଇପାରିବ ।

Post Views: 588
Spread the love
  • ← ପଛୁଆ ବର୍ଗଙ୍କୁ ବିକାଶ ଧାରାରୁ ବଂଚିତ ରଖୁଛନ୍ତି ବିଜେଡି ସରକାର : କ୍ରୀଷ୍ଣା ଗୌର
  • ପଖାଳ ଦିବସ ଓ ଜଗନ୍ନାଥଙ୍କ ସହ କଣ ସମ୍ପର୍କ ରହିଛି ପଢନ୍ତୁ… →

ADVT

Recent Posts

  • ସୋଆ ଆଇଡିଆଥନ୍ ୨୦୨୬: ବିକଶିତ ଭାରତ ୨୦୪୭ ନିମନ୍ତେ ନବସୃଜନକୁ ପ୍ରୋତ୍ସାହନ September 7, 2026
  • ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ: ଓଡିଶାବାସୀ ଆମ ଉପରେ ଆସ୍ଥା ପ୍ରକଟ କରିଛନ୍ତି: ମନମୋହନ ସାମଲ September 5, 2026
  • ସବୁ କ୍ଷେତ୍ରରେ ଗୁରୁମାନଙ୍କର ବଳିଷ୍ଠ ଅବଦାନ ରହିଛି : ସୋଆ ଉପସଭାପତି September 5, 2026
  • ସମ୍ମମ୍‌ରେ ଆଞ୍ଜିଓଜେଟ୍ ଥ୍ରୋମ୍ବେକ୍ଟୋମି ସିଷ୍ଟମ୍‌ର ଶୁଭାରମ୍ଭ ଓଡ଼ିଶାର ପ୍ରଥମ September 5, 2026
  • କେଜି ରୁ ପିଜି’ ନିଃଶୁଳ୍କ ଶିକ୍ଷାରେ ଓଡ଼ିଶା ଦେଶରେ ପ୍ରଥମ; ଆଗାମୀ ୩ ବର୍ଷରେ ପୂରଣ ହେବ ୪୫ ହଜାର ଶିକ୍ଷକ ପଦବୀ September 5, 2026

Calendar

September 2026
M T W T F S S
 123456
78910111213
14151617181920
21222324252627
282930  
« Aug    
Copyright © 2026 Satya Drasta. All rights reserved.
Theme: ColorMag by ThemeGrill. Powered by WordPress.