ଭାଲେଣ୍ଟାଇନ୍ସ ଡେ’ରେ ‘ବିଛୁଆତି’ ବିପଦ

ପ୍ରେମ ସତ୍ୟ ଓ ଶାସ୍ୱତ। ଦୁଇଟି ଅକ୍ଷରର ଏହି ଶବ୍ଦ ପ୍ରତ୍ୟେକ ମନୁଷ୍ୟର ଭାବନାକୁ ବୁଝାଇଥାଏ। ପରସ୍ପର ମଧ୍ୟରେ ଥିବା ଅନୁରାଗର ଏକ ରୂପ ହେଉଛି ପ୍ରଣୟ ।  ସେହିଭଳି ପ୍ରେମୀ ଯୁଗଳ ଆଜି ପାଳନ କରୁଛନ୍ତି ଭାଲେଣ୍ଟାଇନ୍ସ ଡେ’। ବିଶେଷ କରି ଯୁବପିଢ଼ିଙ୍କ ମଧ୍ୟରେ ଏହାର ବହୁତ କ୍ରେଜ୍ ରହିଛି। ପ୍ରେମ ସପ୍ତାହର ଶେଷ ଦିନରେ ଆଜି ନିଜର ମନର ମଣିଷକୁ ହୃଦୟର କଥା କୁହାଯିବ। ବିଭିନ୍ନ ଢଙ୍ଗରେ ପ୍ରେମୀ ଯୁଗଳ ନିଜର ପ୍ରେମ ପ୍ରକାଶ କରିବେ। ଏଥିପାଇଁ ପାର୍କ ପରି ପବ୍ଲିକ ପ୍ଲେସ୍‌ରେ ଅଧିକ ସଂଖ୍ୟାରେ ପ୍ରେମୀ ଯୁଗଳଙ୍କୁ ଦେଖିବାକୁ ମିଳିପାରେ। ସେପଟେ ଭାଲେଣ୍ଟାଇନ୍ସ୍‌ ଡେ’ କୁ ବିରୋଧ କରୁଥିବା ବଜରଙ୍ଗ ଦଳ ମଧ୍ୟ ଚଳିତ ବର୍ଷ ନିଜ ଷ୍ଟ୍ରାଟେଜୀ ପରିବର୍ତ୍ତନ କରିଛି ।

ବିଭିନ୍ନ ପାର୍କରେ ପ୍ଲାକାର୍ଡ ଏବଂ ହୋର୍ଡିଂ ଲଗାଯିବା ସହ ସୋଶାଲ ମିଡିଆରେ ସଚେତନ କରାଯାଇଥିବା କୁହାଯାଇଛି। ପ୍ରେମ ସତ୍ୟ ଓ ଶାସ୍ୱତ। ଦୁଇଟି ଅକ୍ଷରର ଏହି ଶବ୍ଦ ପ୍ରତ୍ୟେକ ମନୁଷ୍ୟର ଭାବନାକୁ ବୁଝାଇଥାଏ। ପରସ୍ପର ମଧ୍ୟରେ ଥିବା ଅନୁରାଗର ଏକ ରୂପ ହେଉଛି ପ୍ରଣୟ ।  ସେହିଭଳି ପ୍ରେମୀ ଯୁଗଳ ଆଜି ପାଳନ କରୁଛନ୍ତି ଭାଲେଣ୍ଟାଇନ୍ସ ଡେ’। ବିଶେଷ କରି ଯୁବପିଢ଼ିଙ୍କ ମଧ୍ୟରେ ଏହାର ବହୁତ କ୍ରେଜ୍ ରହିଛି। ପ୍ରେମ ସପ୍ତାହର ଶେଷ ଦିନରେ ଆଜି ନିଜର ମନର ମଣିଷକୁ ହୃଦୟର କଥା କୁହାଯିବ। ବିଭିନ୍ନ ଢଙ୍ଗରେ ପ୍ରେମୀ ଯୁଗଳ ନିଜର ପ୍ରେମ ପ୍ରକାଶ କରିବେ। ଏଥିପାଇଁ ପାର୍କ ପରି ପବ୍ଲିକ ପ୍ଲେସ୍‌ରେ ଅଧିକ ସଂଖ୍ୟାରେ ପ୍ରେମୀ ଯୁଗଳଙ୍କୁ ଦେଖିବାକୁ ମିଳିପାରେ। ସେପଟେ ଭାଲେଣ୍ଟାଇନ୍ସ୍‌ ଡେ’ କୁ ବିରୋଧ କରୁଥିବା ବଜରଙ୍ଗ ଦଳ ମଧ୍ୟ ଚଳିତ ବର୍ଷ ନିଜ ଷ୍ଟ୍ରାଟେଜୀ ପରିବର୍ତ୍ତନ କରିଛି । ବିଭିନ୍ନ ପାର୍କରେ ପ୍ଲାକାର୍ଡ ଏବଂ ହୋର୍ଡିଂ ଲଗାଯିବା ସହ ସୋଶାଲ ମିଡିଆରେ ସଚେତନ କରାଯାଇଥିବା କୁହାଯାଇଛି।

Spread the love