ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଦେଲେ ସଞ୍ଜୟ ଦାସବର୍ମା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପୂର୍ବ ପ୍ରସ୍ତୁତି, ସୁପ୍ରିମକୋର୍ଟଙ୍କ ସମୟପଯୋଗୀ ନିର୍ଦେଶ ଓ ପୁରୀ ସେବାୟତଙ୍କ ପୂର୍ଣ୍ଣ ସହଯୋଗ ଯୋଗୁ ରଥଯାତ୍ରା ସୁରୁଖୁରୁରେ ସଂମ୍ପନ୍ନ ହୋଇଛି। ବଡ଼ ଦେଉଳରୁ ବାହାରି ବଡଭାଇ ବଳଭଦ୍ର, ଭଉଣୀ ଦେବୀ ଶୁଭଦ୍ରାଙ୍କୁ ନେଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଶରଧା ବାଲିରେ ପହଞ୍ଚିଛନ୍ତି।ଘରେ ରହି ରଥଯାତ୍ରା ଦେଖିଥିବାରୁ ସମସ୍ତ ଓଡିଶାବାସୀ ଧନ୍ୟବାଦ ଦେବାସହ ମୁଖ୍ୟମନ୍ତ୍ରୀ ଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ରାଜ୍ୟ ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ସଂଜୟ ଦାସବର୍ମା। ସେ କହିଛନ୍ତି ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ସମସ୍ତଙ୍କ ଉପରେ ଥାଉ।

Spread the love