ରାଜ୍ୟରେ ୩୯% ପଛୁଆବର୍ଗ: ଏବେବି ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ଅନେକ ପଛୁଆ

ଭୁବନେଶ୍ବର: ରାଜ୍ୟରେ ୫୩,୯୬,୧୩୨ଟି ଘରେ ୧କୋଟି ୯୪ଲକ୍ଷ ୮୮ହଜାର ୬୭୧ଜଣ ପଛୁଆବର୍ଗର ଲୋକ ଅଛନ୍ତି। ୨୦୧୧ ଜନଗଣନା ଅନୁଯାୟୀ ରାଜ୍ୟର ମୋଟ୍ ଜନସଂଖ୍ୟା ୪କୋଟି ୧୯ଲକ୍ଷ ୫୦ହଜାର

Read more