ଶ୍ରୀମନ୍ଦିର ପ୍ରଶାସନକୁ ଜଣେ ଭକ୍ତ ଦାନ କଲେ ଅତ୍ୟାଧୁନିକ ମୂଷା ମରା ମେସିନ୍, ହେଲେ ବିରୋଧ କରୁଛନ୍ତି କିଛି ସେବାୟତ

ମୂଷା ଯୋଗୁ ଶ୍ରୀମନ୍ଦିରରେ ପାଲା। ଶ୍ରୀମନ୍ଦିରରେ ଶୋଇବାରେ ଶ୍ରୀଜିଉଙ୍କୁ ହେବ ଅସୁବିଧା। ମୂଷା ଧରା ମେସିନରୁ ଆସୁଥିବା ବିପ ଶବ୍ଦ ଯୋଗୁଁ ମହାପ୍ରଭୁଙ୍କ ନିଦ୍ରାରେ ସୃଷ୍ଚି ହୋଇପାରେ

Read more