ଓଲଟିଲା ମିନି ଟ୍ରକ୍‌: ୭ ମୃତ, ୩୦ରୁ ଅଧିକ ଆହତ

ପୁଣି ଏକ  ଦୁର୍ଘଟଣା। ଘାଟିରୁ ଓଲଟି ପଡ଼ିଲା ମିନିଟ୍ରକ୍‌। ଏଥିରେ 7 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ 30 ଜଣ ଆହତ ହୋଇଥିବା ସୂଚନା ମିଳିଛି।

Read more