ଦିଲ୍ଲୀରେ ବାୟୁ ମାନ ‘ସାଂଘାତିକ’: ବିଷ ବଳୟରୁ ନିସ୍ତାର ମିଳୁନି, ବିଭିନ୍ନ ଅଞ୍ଚଳରେ ଏକ୍ୟୁଆଇ ୪୫୦ ଉପରେ

ଦିଲ୍ଲୀରେ ବାୟୁର ମାନ ସାଂଘାତିକ ଶ୍ରେଣୀରେ ରହିଛି। ସମଗ୍ର ଦିଲ୍ଲୀ ଏକ ଧୂଆଁର ଚଦର ତଳେ ରହିଥିବା ବେଳେ ଏଭଳି ସ୍ଥିତି ଆହୁରି କିଛିଦିନ ଲାଗି ରହିବ

Read more