‘ତଦନ୍ତ ହେଲେ ସସ୍‌ପେଣ୍ଡ ହେବେ ୩୧୪ ବିଡିଓ

ଭୁବନେଶ୍ୱର : ଓଡ଼ିଶା ଏକମାତ୍ର ପ୍ରଦେଶ ଯେଉଁଠି ୧୦୦ରୁ ୧୦୦ ପ୍ରତିଶତ ଏମଜିଏନଆରଇଜିଏସ୍‌ କାମ ମେସିନ ଦ୍ୱାରା ହେଉଛି। ଲୋକଙ୍କ ଦ୍ୱାରା କିଛି କାମ ହେଉ ନାହିଁ।

Read more