ଆସନ୍ତା ୨୯ରେ ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ବର ୨୪।୬: ମୌସୁମୀ ଅଧିବେଶନ ପାଇଁ ଆସନ୍ତା ୨୯ ତାରିଖରେ ବସିବ ସର୍ବଦଳୀୟ ବୈଠକ। ବିଧାନସଭା ନିୟୁ କନଭେନସନ ହଲରେ ଦିନ ସାଢେ ୧୧ଟାରେ ବୈଠକ ବସିବ ।

Read more