ସ୍ବୀକାର କଲେ ବାଇଡେନ୍‌: ବୋହୂ ନୁହେଁ ଅନ୍ୟ ଜଣେ ମହିଳାଙ୍କ ଗର୍ଭରୁ ଜନ୍ମ ହୋଇଛି ତାଙ୍କ ୪ ବର୍ଷୀୟ ନାତୁଣୀ

ୱାସିଂଟନ୍‌: ପୁଅ ହଣ୍ଟର୍‌ର ୪ ବର୍ଷୀୟ ଝିଅ (ବାଇଡେନ୍‌ଙ୍କ ନାତୁଣୀ) ତାଙ୍କର ବୋହୂ ନୁହେଁ ଲ‌ୁଡେନ୍‌ ରବର୍ଟସ୍‌ ନାମ୍ନୀ ଆର୍କାନ୍‌ସାସ୍‌ର ଜଣେ ମହିଳାଙ୍କ ଗର୍ଭରୁ ୨୦୧୮ରେ ଜନ୍ମ

Read more