ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବିରେ ସାରା ଓଡିଶାରେ ପ୍ରତିବାଦ

ଭୁବନେଶ୍ୱର: ମମିତା ମେହେର ହତ୍ୟା ମାମଲାରେ ପୁଲିସର ନିଷ୍କ୍ରିୟତା, FIR ନ ରଖିବା ଏବଂ ଖୋଦ୍ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତିକୁ ନେଇ ବିଜେପି ବିକ୍ଷୋଭ କରିଛି।

Read more

ଅପରାଧ ସାମ୍ରାଜ୍ୟ ଉପରେ ପରଦା ପକାଇବା ପାଇଁ ହିଂସାର ଆଶ୍ରୟ ନେଉଛି ବିଜେଡି: ଗୋଲକ ମହାପାତ୍ର

ଭୁବନେଶ୍ୱର,ତା.୨୨/୧୦: ରାଜ୍ୟରେ ସ୍ୱାସ୍ଥ୍ୟସେବାର ଅବସ୍ଥା ଅତ୍ୟନ୍ତ ଚିନ୍ତାଜନକ । ବାସ୍ତବ କ୍ଷେତ୍ରରେ ବିଜୁ ସ୍ୱାସ୍ଥ୍ୟ କାର୍ଡର କୈାଣସି ପ୍ରସଙ୍ଗିକତା ନଥିବାରୁ ସରଳ ରାଜ୍ୟବାସୀ ସ୍ୱାସ୍ଥ୍ୟସେବା ପାଇବାରୁ ବଂଚିତ

Read more

ବିଜେପି ଓବିସି ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ନାମ ଘୋଷଣା, ଓଡିଶାରୁ ଦୁଇ

ଭୁବନେଶ୍ୱର: ବିଜେପି ଓବିସି ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ନାମ ଘୋଷଣା ହୋଇଛି। ଓବିସି ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟସମିତି ସଦସ୍ୟା ଭାବରେ ଓଡିଶାର ମୁକ୍ତା ସାହୁଙ୍କୁ ଦାୟିତ୍ୱ

Read more

ବିଜେଡି ଛାଡି ବିଜେପିରେ ସାମିଲ ହେଲେ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା

ବିଜେଡି ଛାଡି ବିଜେପିରେ ଯୋଗଦେଲେ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବଚନ ମଣ୍ଡଳୀର ପୂର୍ବତନ ବିଧାୟିକା ଅଞ୍ଜଳି ବେହେରା । କେନ୍ଦ୍ରମନ୍ତ୍ରୀ

Read more

ରାଜ୍ୟରେ ଭାରତୀୟ ଜନତା ପାର୍ଟିକୁ ଏକ ନମ୍ବର ଦଳ ଭାବେ ଗଢି ତୋଳିବା ପାଇଁ ପ୍ରତିଶୃତିବଦ୍ଧ : ଅଞ୍ଜଳୀ ବେହେରା

ଭୁବନେଶ୍ୱର: ଶାସକ ବିଜୁ ଜନତା ଦଳ ସରକାରଙ୍କ ଅପାରଗତା ଓ ନିଷ୍କ୍ରିୟତା ଏବଂ ବ୍ଲକ ସ୍ତରରେ ବ୍ୟାପକ ଦୁର୍ନୀତି କାରଣରୁ ରାଜ୍ୟରେ ବିକାଶର ବାଧାପ୍ରାପ୍ତ ହୋଇଛି ।

Read more

ଦଳୀୟ ସା°ଗଠନିକ ସ°ରଚନା ଅନୁଧ୍ୟାନ ନିମନ୍ତେ ବିଜେପି ନେତୃତ୍ଵଙ୍କ ସୁରଟ ଗସ୍ତ

ଭୁବନେଶ୍ୱର: ଦଳୀୟ ରାଜନୈତିକ ସ°ଗଠନିକ ସରଞ୍ଚନା ଓ କାର୍ଯ୍ୟ ଶୈଳୀ ସମ୍ପର୍କରେ ବିଶେଷ ଅନୁଧ୍ୟାନ ନିମନ୍ତେ ଭାରତୀୟ ଜନତା ପାର୍ଟି ଓଡ଼ିଶା ପ୍ରଦେଶର ଏକ ରାଜ୍ୟ ସ୍ତରୀୟ

Read more

ବିଜେଡିର ଷ୍ଟାର ପ୍ରଚାରକ ତାଲିକା ଘୋଷଣା । ଜାଣନ୍ତୁ ଷ୍ଟାର ପ୍ରଚାରକ ତାଲିକାରେ କିଏ ପାଇଲେ ସ୍ଥାନ?

ପିପିଲି ଉପ-ନିର୍ବାଚନ ପାଇଁ ଆସିଲା ବିଜେଡିର ଷ୍ଟାର ପ୍ରଚାରକ ତାଲିକା । ପିପିଲି ଫାଇଟ ପାଇଁ ୨୦ ଜଣିଆ ଷ୍ଟାର ପ୍ରଚାର ତାଲିକା ଘୋଷଣା କରିଛି ବିଜେଡି

Read more

ପିପିଲି ଉପ ନିର୍ବାଚନ: ବିଜେପିର ୨୦ ଜଣିଆ ଷ୍ଟାର୍ ପ୍ରଚାରକ ତାଲିକା ଘୋଷଣା

ଭୁବନେଶ୍ୱର: ପ୍ରକାଶ ଥାଉ କି କୋଭିଡ୍ କାରଣରୁ ପିପିଲି ନିର୍ବାଚନ ସ୍ଥଗିତ ରହିଥିଲା। ଚଳିତ ମାସ ସେପ୍ଟେମ୍ବର ୩୦ରେ ହେବାକୁ ଥିବା ଉପନିର୍ବାଚନ ନିମନ୍ତେ ମୁଖ୍ୟ ନିର୍ବାଚନ

Read more

ରାଜସ୍ୱ ଲୁଟ୍ କରୁଥିବା ଅଭିଯୁକ୍ତଙ୍କୁ ଲଘୁ ଖଣିଜ ଦ୍ରବ୍ୟ ଆଇନ ଅଧୀନରେ ଦଣ୍ଡିତ କରାଯାଉ: କେ.ନାରାୟଣ ରାଓ

ଭୁବନେଶ୍ୱର : ସନ୍ଦେହଜନକ ଭାବେ ଏସିଏଫ ସୋମ୍ୟରଂଜନ ମୃତ୍ୟୁକୁ ୨ ମାସ ପୂରିଥିଲେ ବି ଓଡିଶା ପୁଲିସ କିମ୍ବା କ୍ରାଇମବ୍ରାଂଚ ଏଯାବତ୍ ଅଭିଯୁକ୍ତକୁ ଗିରଫ କରିପାରିଲେ ନାହିଁ

Read more

ନବୀନଙ୍କ ଜିରୋ ଟଲେରାନ୍ସ ନୀତି: ବିଶୃଙ୍ଖଳିତ ଆଚରଣ ପାଇଁ ବିଜେଡିରୁ ନିଲମ୍ୱିତ ହେଲେ ଚିଲିକା ବିଧାୟକ

ଭୁବନେଶ୍ୱର:ବିଜେଡି ସୁପ୍ରିମୋଙ୍କ ଜିରୋ ଟଲେରାନ୍ସ ନୀତି । ବିଶୃଙ୍ଖଳିତ ନେତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଲେ ନବୀନ ପଟ୍ଟନାୟକ । ବିଜେଡିରୁ ନିଲମ୍ବିତ ହେଲେ ବିଧାୟକ ପ୍ରଶାନ୍ତ

Read more