୨ ଜଣ ଏସ୍‌ଓଜି ଯବାନ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲା ବିଜେପି

ଭୁବନେଶ୍ୱର:କଳାହାଣ୍ଡି-କନ୍ଧମାଳ ସୀମାରେ ନକ୍ସଲ-ସୁରକ୍ଷାକର୍ମୀ ମୁହାଁମୁହିଁ ବେଳେ ଗୁଳିବିନିମୟରେ ୫ ନକ୍ସଲ ମୃତ୍ୟୁବରଣ କରିଥିବା ବେଳେ ୨ ଜଣ ଏସ୍‌ଓଜି ଯବାନ ସହିଦ ହୋଇଥିଲେ । ଏ ନେଇ

Read more

ଓଡିଶାର ସର୍ବାଙ୍ଗୀନ ବିକାଶ ଓ ଉନ୍ନତି କେବଳ ବିଜେପି ହିଁ କରିପାରିବ: ସମୀର ମହାନ୍ତି

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଓ ରାଷ୍ଟୀୟ ଅଧ୍ୟକ୍ଷଙ୍କ ଆହ୍ୱାନ କ୍ରମେ ବିଶ୍ୱ କରୋନା ସଙ୍କଟରେ ପଂଚସୂତ୍ରୀ କାର୍ଯ୍ୟକ୍ରମକୁ ରାଜ୍ୟରେ ବିଜେପି କାର୍ଯ୍ୟକର୍ତମାନେ ସଠିକ୍ ଢଙ୍ଗରେ ପାଳନ କରିଛନ୍ତି।

Read more

ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ରାଜନୈତିକ ଚିଠା ପ୍ରସ୍ତାବ ଗୃହୀତ

ଭୁବନେଶ୍ୱର: ଓଡିଶା ସମେତ ଭାରତବର୍ଷ ଓ ସମଗ୍ର ବିଶ୍ୱ ଆଜି କୋଭିଡ୍ ମହାମାରୀ ଦ୍ୱାରା କବଳିତ । ଏହାଦ୍ୱାରା ଅନ୍ୟଦେଶ ଭଳି ଭାରତବର୍ଷ ମଧ୍ୟ ବହୁ ଅର୍ଥନୈତିକ

Read more

ପ୍ରଧାନମନ୍ତ୍ରୀଙ୍କ ବୈଚାରିକ ଦର୍ଶନକୁ ଜନ ଆନ୍ଦୋଳନର ରୂପ ଦେବାକୁ ହେବ: ଧର୍ମେନ୍ଦ୍ର ପ୍ରଧାନ

ଅନୁଗୁଳ/ଢେଙ୍କାନାଳ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈଚାରିକ ଦର୍ଶନକୁ ସଠିକ୍ ଭାବେ ବୁଝିବା ସହ ଏହା ଉପରେ କେବଳ ଚର୍ଚ୍ଚା ଏବଂ ଚିନ୍ତନ କରିବା ପର୍ଯ୍ୟାପ୍ତ ହେବ ନାହିଁ

Read more

ଓଡିଶା ସରକାର ନୂଆ ମାକୁଲେ ସାଜି ବିଶ୍ୱବିଦ୍ୟାଳୟ ଗୁଡିକର ଅମଲାତାନ୍ତ୍ରୀକରଣ, ରାଜନୀତିକରଣ ଓ ଶିକ୍ଷାର ମାନଦଣ୍ଡ ହ୍ରାସ କରିବାର ଚକ୍ରାନ୍ତ କରିଛନ୍ତି :ବିଜେପି

ଭୁବନେଶ୍ୱର : ଓଡିଶା ସରକାରଙ୍କର ପ୍ରସ୍ତାବିତ ଓଡିଶା ବିଶ୍ୱବିଦ୍ୟାଳୟ ଆଇନ ସଂଶୋଧନ ଅଧିନିୟମ-୧୯୮୯ ଏବଂ ରେଭେନ୍ସା ବିଶ୍ୱବିଦ୍ୟାଳୟ ଆଇନ-୨୦୦୫ର ପ୍ରତ୍ୟାହାର ବିଶ୍ୱିବିଦ୍ୟାଳୟ ଗୁଡିକର ସ୍ୱାୟତତା କ୍ଷୁର୍ଣ୍ଣ କରିବା

Read more

ବଗଲା ଧର୍ମଶାଳାକୁ ସୁରକ୍ଷା ଦେବା ପାଇଁ ଅନଲାଇନ୍ ପିଟିସନ ଅଭିଯାନକୁ ଶୁଭାରମ୍ଭ କଲେ ରାଜ୍ୟ ସଭାପତି

ଭୁବନେଶ୍ୱର: ପୁରୀରେ ଥିବା ବଗଲା ଧର୍ମଶାଳାକୁ ରାଜ୍ୟସରକାର ଓ ଜିଲ୍ଲାପ୍ରଶାସନ ବେଆଇନ ଭାବେ ପ୍ଲଟିଂ କରି ବିକ୍ରି କରିଛନ୍ତି । ଧର୍ମଶାଳା ଜମି ବିଶେଷ କରି ଦାନରେ

Read more

ବିରୋଧୀ ଦଳ ନେତାଙ୍କ ନେତୃତ୍ୱରେ ବିଜେପି ପ୍ରତିନିଧି ଦଳର ବନ୍ୟାଚଂଳ ଗସ୍ତ

ଭୁବନେଶ୍ୱର: ଲଗାଣ ବର୍ଷା ଯୋଗୁଁ ସମଗ୍ର ରାଜ୍ୟରେ ଭୟଙ୍କର ବନ୍ୟା ପରିସ୍ଥିତି ଦେଖାଦେଇଛି। ବିଶେଷ କରି ଉପକୂଳ ଜିଲ୍ଲା ଗୁଡିକରେ ବନ୍ୟା ପରିସ୍ଥିତିର ପ୍ରଭାବ ଅଧିକ ରହିଛି

Read more

ଦୁର୍ନୀତି କରିଥିବା ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ରାଜ୍ୟସରକାର :ଶାରଦା ପ୍ରଧାନ

ଭୁବନେଶ୍ୱର, ୨୦/୮: ରାଜ୍ୟରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗରେ ବ୍ୟାପକ ଦୁର୍ନୀତି ଚାଲିଛି । ବିଶେଷକରି କଟକ ଜିଲ୍ଲାରେ ସରକାରୀ ଅଧିକାରୀମାନେ ମଧ୍ୟାହ୍ନ ଭୋଜନର ଅର୍ଥକୁ ଖୁଲମଖୁଲା

Read more

ଭକ୍ତଙ୍କର ଭାବନାକୁ କୁଠାରଘାତ କରୁଛନ୍ତି ରାଜ୍ୟ ସରକାର: ପୃଥ୍ୱୀରାଜ

ଭୁବନେଶ୍ୱର, ରାଜ୍ୟବାସୀଙ୍କର ଆସ୍ଥା ଏବଂ ବିଶ୍ୱାସର ପ୍ରତୀକ ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। କିନ୍ତୁ ଦୁର୍ଭାଗ୍ୟର ବିଷୟ ଦୀର୍ଘଦିନ ଧରି ମହାପ୍ରଭୁଙ୍କ ଶ୍ରୀମନ୍ଦିର ବନ୍ଦ ହୋଇ ପଡ଼ିଛି। ରାଜ୍ୟରେ

Read more

କ୍ୟାବିନେଟ୍‌ର ଐତିହାସିକ ନିଷ୍ପତି ହେବ ନୂଆ ଭାରତ ଭବିଷ୍ୟତର ଗେମ୍‌-ଚେଞ୍ଜର : ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବୁଧବାର ବସିଥିବା କ୍ୟାବିନେଟ୍ ବୈଠକରେ ପାରିତ ହୋଇଥିବା ନ୍ୟାସନାଲ୍ ରିକ୍ୟୁରମେଣ୍ଟ୍ ଏଜେନ୍ସି ଗଠନ(ଏନ୍‌ଆର୍‌ଏ)ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତିକୁ ସ୍ୱାଗତ କରିଛନ୍ତି କେନ୍ଦ୍ରମନ୍ତ୍ରୀ

Read more