ମଞ୍ଚରେ ଟଳି ପଡ଼ିଥିବା ନୃତ୍ୟଗୁରୁଙ୍କ ମରଶରୀର ଗଲା ମାଲେସିୟା

ନୃତ୍ୟ ପ୍ରଦର୍ଶନ ପରେ ମଞ୍ଚରେ ଦୀପ ଜାଳୁ ଜାଳୁ ଟଳି ପଡ଼ି ମୃତ୍ୟୁ ବରଣ କରିଥିବା ନୃତ୍ୟଗୁରୁ ଗଣେଶନ୍‌ଙ୍କ ମରଶରୀର ଆଜି ମାଲେସିୟାକୁ ପଠା ଯାଇଛି ।

Read more