ମଇଁଷି ଚରାଳିକୁ କୁମ୍ଭୀର ଟାଣି ନେବା ଘଟଣା, ୨୪ ଘଣ୍ଟା ପରେ ମିଳିଲା ଅଭୟ ରାଉତଙ୍କ ମୃତଦେହ

୨୪ ଘଣ୍ଟା ପରେ ମିଳିଲା ନିଖୋଜ ଅଭୟ ରାଉତଙ୍କ ମୃତଦେହ। ରାଜନଗର ବ୍ରାହ୍ମଣୀ ନଦୀର ଏକମାଣିଆ ଗାଁ ନିକଟରୁ ମୃତଦେହ ଉଦ୍ଧାର କଲେ ଗ୍ରାମବାସୀ ଓ ବନବିଭାଗ

Read more