‘ଡବଲ୍‌ ମର୍ଡର୍‌’ ମାମଲାରେ ବିହାରର ପୂର୍ବତନ ସାଂସଦ ପ୍ରଭୁନାଥ ସିଂହଙ୍କୁ ଆଜୀବନ ଜେଲ୍‌ ଦଣ୍ଡାଦେଶ

ନୂଆଦିଲ୍ଲୀ: ୧୯୯୫ ‘ଡବଲ୍‌ ମର୍ଡର୍‌’ ମାମଲାରେ ଆଜି ସୁପ୍ରିମ୍‌ କୋର୍ଟ ‘ରାଷ୍ଟ୍ରୀୟ ଜନତା ଦଳର’ (ଆର୍‌ଜେଡି) ପୂର୍ବତନ ସାଂସଦ ପ୍ରଭୁନାଥ ସିଂହଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି। ସୂଚନାଯୋଗ୍ୟ,

Read more