ମସ୍‌ଜିଦ୍‌ କମିଟି ଆବେଦନ ଖାରଜ କଲେ ହାଇକୋର୍ଟ; ଜାରି ରହିବ ଜ୍ଞାନବାପି ମସ୍‌ଜିଦ୍‌ ସର୍ଭେ

ନୂଆଦିଲ୍ଲୀ: ଜ୍ଞାନବାପି ମସ୍‌ଜିଦ୍‌ ପରିସରରେ ସର୍ଭେ କରିବା ଲାଗି ‘ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ’କୁ (ଏସ୍‌ଆଇ) ବାରାଣସୀ କୋର୍ଟ ଦେଇଥିବା ଆଦେଶକୁ ଆଜି ଆହ୍ଲାବାଦ ହାଇକୋର୍ଟ କାଏମ ରଖିଛନ୍ତି।

Read more