ଆଉ ନାହାନ୍ତି ବରିଷ୍ଠ ଯାତ୍ରା ହାସ୍ୟ ଅଭିନେତା ରବି ଶତପଥୀ

ଜଗତସିଂହପୁର: ଓଡ଼ିଆ ଯାତ୍ରା ଜଗତର ବରିଷ୍ଠ କଳାକାର ରବି ଶତପଥୀଙ୍କ ଦେହାନ୍ତ ହୋଇଯାଇଛି। ଆଜି ସନ୍ଧ୍ୟା ୭.୪୦ରେ ୬୮ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିବା ସୂଚନା।

Read more