କଂଗ୍ରେସରେ ମିଶିଲେ ଜୟରାମ ପାଙ୍ଗି

ଭୁବନେଶ୍ୱର: କଂଗ୍ରେସରେ ଯୋଗ ଦେଲେ କୋରାପୁଟର ବରିଷ୍ଠ ରାଜନେତା ଜୟରାମ ପାଙ୍ଗି । ଏହା ପୂର୍ବରୁ ସେ ବିଆରଏସ, ବିଜେପି ଏବଂ ବିଜେଡିରେ ନେତୃତ୍ୱ ନେଇଥିଲେ ।

Read more