ଆସନ୍ତା ରବିବାରଠାରୁ ଖୁଦୁରୁକୁଣୀ ଓଷା

ଭାଦ୍ରବ ମାସ ରେ ଭାଇ ମାନଙ୍କ ଶୁଭ ମନାସିବା ପାଇଁ କୁମାରୀମାନେ ଖୁଦୁରୁକୁଣୀ ଓଷା କରିଥାନ୍ତି । ସେଥିପାଇଁ କୁମ୍ଭକାରମାନେ ଏବେଠାରୁ ଖୁଦୁରୁକୁଣୀ ନିର୍ମାଣରେ ଲାଗିପଡିଛନ୍ତି ।

Read more