ବିଗିଡିଲା ଲାଲୁଙ୍କ ସ୍ୱାସ୍ଥ୍ୟ, ଏୟାର ଆମ୍ବଲାନ୍ସରେ ଗଲେ ଦିଲ୍ଲୀ

ନୂଆଦିଲ୍ଲୀ ୦୬।୦୭ : ପୁଣି ବିଗିଡିଲା ଲାଲୁଙ୍କ ସ୍ୱାସ୍ଥ୍ୟବସ୍ଥା । ବିହାରର ଏହି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଦେଖି ପରିବାର ପକ୍ଷରୁ ଦିଲ୍ଲୀ ସିଫ୍ଟ କରାଯାଉଛି ।

Read more