ହାଇଦ୍ରାବାଦ ଜି-୨୦ ସମ୍ମିଳନୀରେ ୭ଟି ଦେଶର କୃଷିମନ୍ତ୍ରୀ କିଣିଲେ ମାଲକାନଗିରି ଜିଲ୍ଲାର ହଳଦୀଗୁଣ୍ଡ

ମାଲକାନଗିରି: ସ୍ବାଭିମାନ ଅଞ୍ଚଳର ହଳଦୀଗୁଣ୍ଡ ହାଇଦ୍ରାବାଦ ଠାରେ ଆୟୋଜିତ ଜି-୨୦ ସମ୍ମିଳନୀରେ ପ୍ରଦର୍ଶିତ ହୋଇଛି। ଏହି ହଳଦୀଗୁଣ୍ଡର ସେଠାରେ ବେଶ୍ ଚାହିଦା ରହିଥିବା ବେଳେ ୭ଟି ଦେଶର

Read more