ମାଙ୍କଡ଼ ଆତଙ୍କ : ୧୦ରୁ ଅଧିକ ଲୋକଙ୍କୁ କାମୁଡ଼ି କରିଲେଣି ଲହୁଲୁହାଣ

ମାତିଛି ମାଙ୍କଡ଼। କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଲଳିତଗିରି ପଞ୍ଚାୟତ ପୁରୁଷୋତ୍ତମପୁର ଗାଁରେ ମାଙ୍କଡ ଆତଙ୍କ । ଭୟରେ ଘରୁ ବାହାରି ପାରୁନାଁନ୍ତି ଲୋକେ। ଏପରିକି ଛାତ୍ରଛାତ୍ରୀମାନେ

Read more