ବାଣୀବିହାର ନାକ୍‌ ଗ୍ରେଡ୍‌ କେବେ? ମାସେ ପୂରିବ, ଫଳ ବାହାରୁନି

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟକୁ ନ୍ୟାସନାଲ ଆସେସ୍‌ମେଣ୍ଟ ଆଣ୍ଡ ଆକ୍ରିଡେସନ୍ କାଉନସିଲ୍ (ନାକ୍) ଟିମ୍‌ ଗସ୍ତ କରି ଫେରିବାକୁ ୩ ସପ୍ତାହ ବିତିଲାଣି। ଭିତ୍ତିଭୂମି, ସୁରକ୍ଷା, ଶୈକ୍ଷିକ ବାତାବରଣ,

Read more