ଡେଙ୍ଗୁ: ଖୋର୍ଧାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ଶହ ଟପିଲା

ଭୁବନେଶ୍ବର: ଗତବର୍ଷ ସେପ୍ଟେମ୍ବର ବେଳକୁ ଯେଉଁ ଜିଲ୍ଲାରେ ହାତଗଣତି ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ, ଏବର୍ଷ ସେସବୁ ଜିଲ୍ଲା ଡେଙ୍ଗୁରେ ଥରୁଛନ୍ତି। ରୋଗୀଙ୍କ ସଂଖ୍ୟା ୪ଶହ ଟପିଲାଣି।

Read more