ସିଲିଣ୍ଡର ଭିତରୁ ଗ୍ୟାସ୍ ଚୋରି କରୁଥିବାବେଳେ ମାଡିବସିଲା ପୋଲିସ୍, ୨ ଅଟକ

ବ୍ରହ୍ମପୁର:  ଦୀର୍ଘ ଦିନ ହେଲା ବ୍ରହ୍ମପୁର ସହରରେ ଚାଲିଥିଲା ରନ୍ଧନ ଗ୍ୟାସ କେଳେଙ୍କାରୀ । ପ୍ରତ୍ୟେକ ଗ୍ୟାସ ସିଲିଣ୍ଡରରୁ କେଜିଏ ରୁ ଦୁଇ କେଜି କରାଯାଉଥିଲା ଗାଏବ

Read more