ଆସନ୍ତା ଅଗଷ୍ଟ୯ (କ୍ରାନ୍ତିଦିବସ)ରୁ ୧୬ ତାରିଖ ପର୍ଯ୍ୟନ୍ତ ସମସ୍ତ ଗ୍ରାମ ପଂଚାୟତ ସମେତ ପୈାରାଂଚଳରେ ବିଜେପିର ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ
ଭୁବନେଶ୍ୱର,ତା.୦୮/୦୮: ଓଡିଶାରେ ଗଣତନ୍ତ୍ର ଓ ବିଧିବ୍ୟବସ୍ଥା ସଂପୂର୍ଣ୍ଣ ଭୁଷୁଡି ପଡିଛି । ଓଡିଆ ଅସ୍ମିତା ଓ ଓଡିଶାର ସ୍ୱାଭୀମାନକୁ ଭୁଲୁଂଠିତ କରାଯାଇ ରାଜ୍ୟର ଶାସନ କ୍ଷମତାକୁ ହାତେଇ
Read more