ଓଡିଶା ଗସ୍ତରେ ଆସୁଛନ୍ତି ନୀତି ଆୟୋଗ ଉପାଧ୍ୟକ୍ଷ, ରାଜ୍ୟକୁ ଅଧିକ ଅନୁଦାନ ଦାବି କରିବ ଶାସକ ଦଳ

ଭୁବନେଶ୍ୱର ୧୪।୧୨:  ତିନି ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର । ଆସନ୍ତା ୧୫ ତାରିଖରେ ସେ ଓଡିଶାରେ ପହଞ୍ଚିବେ ।

Read more