ରସଗୋଲା ଖୁଆଇ ମାନଭଞ୍ଜନ କଲେ ମହାପ୍ରଭୁ

ପୁରୀ, ୨୩/୦୭: ଶ୍ରୀକ୍ଷେତ୍ର ପୁରୀରେ ଶେଷ ହୋଇଛି ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରାର ଅନ୍ତିମ ପର୍ବ ନିଳାଦ୍ରୀବିଜେ । ଲିଳାଖେଳା ସାରି ନୀଳକନ୍ଦରକୁ ବିଜେ ହେଇଛନ୍ତି ଶ୍ରୀଜିଉ ।

Read more