ଆସନ୍ତାକାଲି ଖୋଲିବ ସମ୍ବଲପୁରର ମା ସମଲେଶ୍ୱରୀଙ୍କ ମନ୍ଦିର

ସମ୍ବଲପୁର: ଆସନ୍ତାକାଲି ଖୋଲିବ ସମ୍ବଲପୁରର ମା ସମଲେଶ୍ୱରୀଙ୍କ ମନ୍ଦିର। କୋଭିଡ ସ୍ଥିତିରେ ସୁଧାର ଓ ରାଜ୍ୟ ସରକାରଙ୍କ ଅନଲକ୍‌ ନିଷ୍ପତ୍ତି ପରେ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ହୋଇଛି

Read more