ସେପ୍ଟେମ୍ବର ୨୬ରୁ ଆରମ୍ଭ ହେବ ଶାରଦୀୟ ନବରାତ୍ରୀ

ମହାଳୟା ଅମାବାସ୍ୟା ସହ  ସମାପ୍ତ ହେବ ପିତୃପକ୍ଷ, ଆରମ୍ଭ ହେବ ନବରାତ୍ର। ଆଶ୍ୱିନ ମାସ ଶୁକ୍ଲପକ୍ଷ ପ୍ରତିପଦା  ୨୬ ସେପ୍ଟେମ୍ବର ସୋମବାର ଦିନ ନବରାତ୍ରି ପ୍ରାରମ୍ଭ ହେବ

Read more