ରଥଯାତ୍ରା ପାଇଁ ପୂର୍ବତଟ ରେଳପଥର ପ୍ରସ୍ତତି; ରେଳଯାତ୍ରୀଙ୍କ ପାଇଁ ନିୟମିତ ଟ୍ରେନ୍‌ ବ୍ୟତୀତ ଚାଲିବ ସ୍ବତନ୍ତ୍ର ରେଳ

ଭୁବନେଶ୍ବର: ଦିନକ ପରେ ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ପବିତ୍ର ରଥଯାତ୍ରାର ଆୟୋଜନ ହେବ। ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ଏବେ ଠାରୁ ପୁରୀରେ ଭକ୍ତଙ୍କର ସମାଗମ ହେବା ଆରମ୍ଭ ହୋଇଯାଇଛି।

Read more