ଫୁଲୁଛି ମହାନଦୀ: ଗଣିଆ-ଛାମୁଣ୍ଡିଆ ରାସ୍ତ‌ାରେ ଫୁଟେ ଉଚ୍ଚର ପାଣି

ଗଣିଆ: ମହାନଦୀ ଫୁଲୁଥିବାରୁ ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ୍‌ର ଗଣିଆ-ଛାମୁଣ୍ଡିଆ ରାସ୍ତାରେ ପାଣି ମାଡ଼ି ଯାଇଥିବା ଦେଖାଯାଇଛି। ଖବର ଲେଖା ହେବା ସୁଦ୍ଧା ପ୍ରାୟ ୧ ଫୁଟ୍‌

Read more