୫୦ ମିଟର୍‌ ଉଚ୍ଚ ମୋବାଇଲ୍‌ ଟାୱାର୍‌ ଚୋରି ହୋଇ ନ ଥିବା ଜାଣିବା ପରେ ଅଭିଯୁକ୍ତଙ୍କୁ ଖୋଜୁଛି ପୁଲିସ

ପ୍ରୟାଗରାଜ: ମୋବାଇଲ୍‌ ଟାୱାର ଚୋରି ହୋଇଯାଇଛି ବୋଲି ଅନ୍‌ଲାଇନ୍‌ରେ ଏକ ପ୍ରାଇଭେଟ୍‌ କମ୍ପାନିର ଜଣେ ଟେକ୍ନିସିଆନ୍‌ଙ୍କଠାରୁ ଅନ୍‌ଲାଇନ୍‌ ‘ଏଫ୍‌ଆଇଆର୍‌’ ପାଇ ବିସ୍ମିତ ହୋଇଯାଇଥିବା ପୁଲିସ ଏବେ ସେ

Read more